Explore

Search

September 7, 2026 8:30 am

ତାଜା ଖବର ଖବର

ବଲୁଚିସ୍ତାନରୁ ପାକିସ୍ତାନକୁ ବିରୋଧରେ, ଚିନ୍ତାରେ ପାକ୍

ପାକିସ୍ତାନକୁ ପୁଣି ଲାଗିଲା ଝଟକା l ପାକିସ୍ତାନ ଉପରେ ଘନ ଘନ ଆକ୍ରମଣ କରିଛନ୍ତି ବଲୁଚିସ୍ତାନ ବିଦ୍ରୋହୀ । ପାକିସ୍ତାନର ବଲୁଚିସ୍ତାନ ପ୍ରଦେଶର ୫୧ଟି ସ୍ଥାନରେ ୭୧ ଥର ଆକ୍ରମଣ କରି ଆତଙ୍କ ଖେଳାଇ

ନୀରଜ ଚୋପ୍ରାଙ୍କୁ ମିଳିଲା ପଦୋନ୍ନତି

ନୀରଜ ଚୋପ୍ରାଙ୍କୁ ଭାରତୀୟ ସେନା ପକ୍ଷରୁ ମିଳିଛି ବଡ଼ ସମ୍ମାନ। ଜାଭେଲିନ୍ ଥ୍ରୋରେ ଦୁଇ ଥର ଅଲିମ୍ପିକ୍ ମେଡାଲିଷ୍ଟ୍ ନୀରଜ ଚୋପ୍ରାଙ୍କୁ ଟେରିଟୋରିଆଲ୍ ଆର୍ମିରେ ଲେଫ୍ଟନାଣ୍ଟ କର୍ଣ୍ଣେଲ୍ ଅନରାରୀ ରାଙ୍କ୍ ପ୍ରଦାନ କରିଛି ଭାରତୀୟ

ଚାଇନା ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସକୁ ବ୍ୟାନ କଲେ ସରକାର

ଭାରତ ସରକାର ଚୀନର ସରକାରୀ ନିୟନ୍ତ୍ରିତ ଖବରକାଗଜ ଗ୍ଲୋବାଲ ଟାଇମ୍ସର ଏକ୍ସ ଆକାଉଣ୍ଟକୁ ନିଷିଦ୍ଧ କରିଛି। ନକଲି ଦେଶ ବିରୋଧୀ ଖବର ପ୍ରସାରଣ ଏବଂ ପାକିସ୍ତାନୀ ପ୍ରଚାରକୁ ପ୍ରୋତ୍ସାହିତ କରିବା ଅଭିଯୋଗରେ ସମ୍ବାଦପତ୍ର ବିରୁଦ୍ଧରେ

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ବି.ଆର ଗୱାଇ

ଭାରତର ସର୍ବୋଚ୍ଚ ନ୍ୟାୟାଳୟର ୫୨ ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଇଛନ୍ତି ଜଷ୍ଟିସ୍ ବି.ଆର ଗୱାଇ। । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥ ପାଠ କରାଇଛନ୍ତି । ବୁଧବାର ପୂର୍ବତନ ପ୍ରଧାନ

ଆଣ୍ଡମାନକୁ ଆସିଲା ମୌସୁମୀ

ଭାରତକୁ ଛୁଇଁଲା ମୌସୁମୀ l ମିଳିବ ତାତିରୁ ଆଶ୍ୱସ୍ତି l ଆଣ୍ଡାମାନ ସାଗରରେ ପାଦ ଥାପିଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଆଣ୍ଡାମାନ ସାଗର ସମେତ ଦକ୍ଷିଣ ବଙ୍ଗୋପସାଗର, ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ

କରାଚୀ ବନ୍ଦରକୁ ଧ୍ୱଂସ କଲା ଭାରତୀୟ ନୌସେନା

‘ଅପରେସନ୍‌ ସିନ୍ଦୂର’ ଅଧିନରେ ଭାରତ ଗୁରୁବାର ମଧ୍ଯ ରାତିରେ ସମୁଦ୍ରରୁ ବଡ଼ଧରଣର ଆକ୍ରମଣ କରିଛି, ଯେଉଁଥିରେ କରାଚୀ ସହର ସର୍ବାଧିକ ପ୍ରଭାବିତ ହୋଇଛି। ଭାରତୀୟ ନୌସେନା ପାକିସ୍ତାନର କରାଚୀ ବନ୍ଦରକୁ ମିସାଇଲ ଓ ଡ୍ରୋନ୍‌

ଦକ୍ଷତା ବିକାଶ ପାଇଁ ୫ଟି ଜାତୀୟ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠାକୁ କ୍ୟାବିନେଟ୍‌ ମଞ୍ଜୁରି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଦେଶରେ ଧନ୍ଦାମୂଳକ ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିବା ଲାଗି ଏକ ପ୍ରମୁଖ ପଦକ୍ଷେପ ଗ୍ରହଣ କରାଯାଇଛି। ଦେଶରେ ଥିବା ଶିଳ୍ପ ତାଲିମ

ରାତି ଅଧରେ ପାକିସ୍ତାନର ନିଦ ହଜେଇଲା ‘ଅପରେସନ ସିନ୍ଦୂର’

ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ଘଟଣାର ପ୍ରତିଶୋଧ ନେଲା ଭାରତ । ଅଧରାତି ଅର୍ଥାତ୍‌ ରାତି ଗୋଟାଏ ବେଳକୁ ପାକିସ୍ତାନୀ ଆତଙ୍କବାଦୀଙ୍କ ଆଡ୍ଡା ଉପରେ ମିସାଇଲ୍ ମାଡ଼ l ପାକିସ୍ତାନ ଅଧିକୃତ କାଶ୍ମୀର ଓ ପାକିସ୍ତାନର

ଭାରତୀୟ ଅନ୍ତରିକ୍ଷ ବିଜ୍ଞାନର ଏକ ଅଧ୍ୟାୟ ଶେଷ – ଡକ୍ଟର କେ. କାସ୍ତୁରୀରଙ୍ଗନଙ୍କ ପରଲୋକ

ଭାରତୀୟ ଅନ୍ତରିକ୍ଷ ଗବେଷଣା ସଂସ୍ଥାନ (ISRO) ର ପୂର୍ବତନ ଅଧ୍ୟକ୍ଷ ଓ ଦୂରଦର୍ଶୀ ଅନ୍ତରିକ୍ଷ ବିଜ୍ଞାନୀ ଡକ୍ଟର କେ. କାସ୍ତୁରୀରଙ୍ଗନଙ୍କ ବେଙ୍ଗାଲୁରୁରେ ୮୪ ବର୍ଷ ବୟସରେ ପରଲୋକ ଘଟିଛି । ତାଙ୍କ ମୃତ୍ୟୁ ସହ

ପଞ୍ଚାୟତିରାଜ ଦିବସରେ ନୂଆ ରାସନ୍ କାର୍ଡ ଓ ସୁଭଦ୍ରା ଟଙ୍କା ବଣ୍ଟନ

ପୁରୀ ତାଳବଣିଆରେ ଆୟୋଜିତ ରାଜ୍ୟସ୍ତରୀୟ ପଞ୍ଚାୟତିରାଜ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଥିଲେ । ସେ ପ୍ରାୟ ୬ ଲକ୍ଷ ଯୋଗ୍ୟ ପରିବାରକୁ ନୂଆ ରାସନ୍ କାର୍ଡ ବଣ୍ଟନ

Live Cricket Score