Explore

Search

September 7, 2026 6:15 am

ତାଜା ଖବର ଖବର

ବୁଧବାର ‘ସେଣ୍ଟ୍ରାଲ ବିଷ୍ଟା’ର ନୂଆ ବିଲ୍ଡିଂ କର୍ତ୍ତବ୍ୟ ଭବନକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ଦେଶର ପ୍ରମୁଖ ପାୱାର କରିଡର ହେବାକୁ ଯାଉଛି କର୍ତ୍ତବ୍ୟ ଭବନ l ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ‘ସେଣ୍ଟ୍ରାଲ ବିଷ୍ଟା’ର ନୂଆ ବିଲ୍ଡିଂକୁ ଉଦଘାଟନ କରିବେ । ଯାହାର ନାମ କର୍ତ୍ତବ୍ୟ ଭବନ ରହିଛି

ପ୍ରଧାନମନ୍ତ୍ରୀଙ୍କ ୭୫ତମ ଜନ୍ମଦିନରେ ଲଗାଯିବ ୭୫ ଲକ୍ଷ ଗଛ

ଆସନ୍ତା ସେପ୍ଟେମ୍ବର ମାସରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ୭୫ତମ ଜନ୍ମଦିନ ପାଳନ କରିବାକୁ ଯାଉଛନ୍ତି l ଏହି ଅବସରରେ ଲଗାଯିବ ୭୫ ଲକ୍ଷ ଗଛ l ସୂଚନା ଅନୁଯାୟୀ ସେପ୍ଟେମ୍ବର ୧୭ ତାରିଖରେ ମୋଦିଙ୍କ ଜନ୍ମଦିନରେ

ଆଜି ସମ୍ବଲପୁରୀ ଦିବସ: ଗୁରୁ ସତ୍ୟନାରାୟଣ ବୋହିଦାରଙ୍କ ଜନ୍ମ ଜୟନ୍ତୀ

ଆଜି ସମଗ୍ର ପଶ୍ଚିମ ଓଡ଼ିଶା ଉତ୍ସବମୁଖର l ଆଜିର ଦିନକୁ ସମସ୍ତ ପଶ୍ଚିମାଞ୍ଚଳରେ ସମ୍ବଲପୁରୀ ଦିନ’ ବା ସମ୍ବଲପୁରୀ ଦିବସ ରୂପେ ପାଳନ କରାଯାଉଛି l କେବଳ ସେତିକି ନୁହେଁ ସମ୍ବଲପୁରୀ ସାହିତ୍ୟର ସ୍ରଷ୍ଟା

ଅଗଷ୍ଟ ୧ ରୁ “ଆସ ବୁଲିଯିବା ଅଙ୍ଗନବାଡ଼ି”

ଆସନ୍ତା ଅଗଷ୍ଟ ୧ରେ ହେବାକୁ ଥିବା ବିଶ୍ଵ ସ୍ତନ୍ୟପାନ ସପ୍ତାହ ଅବସରରେ ‘ଆସ ବୁଲିଯିବା ଅଙ୍ଗନବାଡ଼ି’ କ୍ୟାମ୍ପେନ୍‌ର ଶୁଭାରମ୍ଭ ମାନନୀୟା ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ କଲ୍ୟାଣ ବିଭାଗ ମନ୍ତ୍ରୀ ପ୍ରଭାତୀ ପରିଡାଙ୍କ

ସଂପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ : ପୁରସ୍କୃତ ହେଲା କୋରାପୁଟ

ଲୋକସେବା ଭବନରେ ରାଜ୍ୟସ୍ତରୀୟ ଆକାଂକ୍ଷୀ ଜିଲ୍ଲା ଓ ଆକାଂକ୍ଷୀ ବ୍ଲକ୍ କାର୍ଯ୍ୟକ୍ରମ ଅଧୀନରେ ‘ସଂପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ’ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ

ଗଞ୍ଜାମର ନୂତନ ଜିଲ୍ଲାପାଳ ଭାବରେ ଦାୟିତ୍ୱ ଗ୍ରହଣ କଲେ ଶ୍ରୀ କୀର୍ତ୍ତି ଭାସନ ଭି

କୋରାପୁଟର ସଫଳ ଅଭିଯାନ ପରେ ଗଞ୍ଜାମ ପାଇଁ ଏକ ନୂଆ ଅଧ୍ୟାୟର ଆରମ୍ଭ ଅଭିଜ୍ଞ, କ୍ଷମତାଶୀଳ ଓ ସ୍ୱଚ୍ଛ ପ୍ରଶାସନ ପାଇଁ ପରିଚିତ ଅଧିକାରୀ ଶ୍ରୀ କୀର୍ତ୍ତି ଭାସନ୍ ଭି ଗଞ୍ଜାମ ଜିଲ୍ଲାର ନୂତନ

ବିରଜା କ୍ଷେତ୍ର, ତାରିଣୀ ପୀଠ ଓ ଏକାମ୍ର କ୍ଷେତ୍ରରେ ହେବ କରିଡର

ଓଡ଼ିଶାରେ ଥିବା ପ୍ରମୁଖ ଶକ୍ତିପୀଠ ମାନଙ୍କ ରକ୍ଷଣାବେକ୍ଷଣ କରିବା ସହ କରିଡର ମାଧ୍ୟମରେ ଭକ୍ତଙ୍କୁ ସମସ୍ତପ୍ରକାର ସୁବିଧା ସୁଯୋଗ ପ୍ରଦାନ କରିବା ପାଇଁ ଆଗ୍ରହ ଦେଖାଇଛନ୍ତି ରାଜ୍ଯ ସରକାର l ଲୋକଙ୍କ ସରକାରରେ ଶ୍ରଦ୍ଧାଳୁଙ୍କ

ଗଞ୍ଜାମ ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ନିଯୁକ୍ତ ହେଲେ କୀର୍ତ୍ତି ଭାସନ ଭି

ଓଡ଼ିଶା ସରକାର ମଙ୍ଗଳବାର ଦିନ କୋରାପୁଟ ଜିଲ୍ଲାର ଜିଲ୍ଲାପାଳ ତଥା ଭାରତୀୟ ପ୍ରଶାସନିକ ଅଧିକାରୀ କୀର୍ତ୍ତି ଭାସନ ଭିଙ୍କୁ ଗଞ୍ଜାମ ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବରେ ନିଯୁକ୍ତି ଘୋଷଣା କରିଛନ୍ତି। ସାଧାରଣ ପ୍ରଶାସନ ଏବଂ

ଏଣିକି ପ୍ଲାଷ୍ଟିକ ନୁହେଁ ବରଂ କାଚ ବୋତଲରେ ପେଟ୍ରୋଲ ପମ୍ପରୁ ଗ୍ରାହକଙ୍କୁ ମିଳିବ ତେଲ : ଯୋଗାଣ ମନ୍ତ୍ରୀ

ସାମାଜିକ ସୁରକ୍ଷା ଓ ସାମ୍ପ୍ରତିକ ସ୍ଥିତିକୁ ଦେଖି ପେଟ୍ରୋଲ ବିତରଣ ଉପରେ ରାଜ୍ଯସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି l ଏଣିକି ପେଟ୍ରୋଲପମ୍ପ କର୍ମଚାରୀ ଗ୍ରାହକଙ୍କୁ ପ୍ଲାଷ୍ଟିକ ବୋତଲରେ ତେଲ ଦେଇପାରିବ ନାହିଁ ।

ଅଭିଯୁକ୍ତଙ୍କୁ ନିଳମ୍ବନ, ତଦନ୍ତ ପରେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ; ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ : ମୁଖ୍ୟମନ୍ତ୍ରୀ

ବାଲେଶ୍ଵର ଜିଲ୍ଲାର ପ୍ରମୁଖ ମହାବିଦ୍ୟାଳୟ ଫକୀର ମୋହନ ସ୍ୱୟଂଶାସିତ କଲେଜର ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ରାଜ୍ୟ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଛାତ୍ରୀଙ୍କ ଅଭିଯୋଗ ଉପରେ ଉପଯୁକ୍ତ ତଦନ୍ତ ନକରି

Live Cricket Score