Explore

Search

August 29, 2026 6:00 pm

ତାଜା ଖବର ଖବର

ବିଦେଶ ମଞ୍ଚରେ ଚମକିଲା ‘ମାଳିପୁଟ ମେଲୋଡିଜ୍’ : ଲସ୍ ଆଞ୍ଜେଲ୍ସରେ ମିଳିଲା ବ୍ରୋଞ୍ଜ ସମ୍ମାନ

କୋରାପୁଟ : କୋରାପୁଟର ଗ୍ରାମୀଣ ଜୀବନ, ସଂସ୍କୃତି ଓ ମାଟିର ସୁଗନ୍ଧକୁ ପରଦାରେ ଜୀବନ୍ତ କରିଥିବା ଓଡ଼ିଆ ଚଳଚ୍ଚିତ୍ର ‘ମାଳିପୁଟ ମେଲୋଡିଜ୍’ ପୁଣିଥରେ ରାଜ୍ୟ ପାଇଁ ଗର୍ବର କାରଣ ହୋଇଛି । ଅନ୍ତର୍ଜାତୀୟସ୍ତରରେ ଲଗାତାର

ବିଶ୍ୱ ହାତୀ ଦିବସରେ ହାତୀ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର: ବିଶ୍ୱ ହାତୀ ଦିବସ ଅବସରରେ ରାଜ୍ୟରେ ହାତୀ ସଂରକ୍ଷଣ ଓ ମାନବ-ହାତୀ ସହାବସ୍ଥାନକୁ ଅଧିକ ସୁଦୃଢ଼ କରିବା ନେଇ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଜନସାଧାରଣଙ୍କୁ ସଚେତନ ଓ ସକ୍ରିୟ ହେବାକୁ

ଦକ୍ଷିଣ ଓଡ଼ିଶାରେ ସୌର ଶକ୍ତି ପ୍ରତି ବଢ଼ୁଛି ଆକର୍ଷଣ, ହଜାର ହଜାର ପରିବାର ଯୋଜନାରୁ ହେଉଛନ୍ତି ଉପକୃତ

ବ୍ରହ୍ମପୁର: ଘରୋଇ ବିଦ୍ୟୁତ ବିଲ କମାଇବା ସହ ପରିବେଶ ସୁରକ୍ଷାରେ ଅଂଶୀଦାର ହେବା ପାଇଁ ଦକ୍ଷିଣ ଓଡ଼ିଶାର ଲୋକମାନେ ବର୍ତ୍ତମାନ ସୌର ଶକ୍ତିକୁ ବେଶି ପସନ୍ଦ କରୁଛନ୍ତି। କେନ୍ଦ୍ର ସରକାରଙ୍କ ‘ପିଏମ୍ ସୂର୍ଯ୍ୟ ଘର:

୧୧ ବର୍ଷ ବୟସରେ ଚେସ୍ ଦୁନିଆରେ ନୂଆ ଅଧ୍ୟାୟ

ଭାରତୀୟ ମୂଳର ଯୁବ ଚେସ୍ ଖେଳାଳି ବୋଧନା ଶିବାନନ୍ଦନ ଏବେ ବ୍ରିଟେନର କ୍ରୀଡ଼ା ଜଗତରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ମାତ୍ର ୧୧ ବର୍ଷ ବୟସରେ ସେ ବ୍ରିଟିଶ ମହିଳା ଚେସ୍ ଚାମ୍ପିଅନସିପ୍ ୨୦୨୬ ଜିତି

ଏଆଇ ଯୁଗରେ ବଦଳୁଛି ଶିକ୍ଷାର ସଂଜ୍ଞା: ସାର୍ଟିଫିକେଟ୍ ଅପେକ୍ଷା ଦକ୍ଷତାକୁ ଅଧିକ ଗୁରୁତ୍ୱ

ଭୁବନେଶ୍ୱର : ଏଆଇ ଯୁଗରେ ବଦଳୁଛି ଶିକ୍ଷାର ସଂଜ୍ଞା । ସାର୍ଟିଫିକେଟ୍ ଅପେକ୍ଷା ଦକ୍ଷତାକୁ ଦିଆଯାଉଛି ଅଧିକ ଗୁରୁତ୍ୱ । ଯୁଗ ବଦଳିବା ହିସାବରେ ଶିକ୍ଷା କ୍ଷେତ୍ରରେ ମଧ୍ୟ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳୁଛି

କଥା ଦେଇ କଥା ରଖିଲେ ଲୋକଙ୍କ ସରକାର : ଯୁବଶକ୍ତିଙ୍କ ପାଇଁ ଖୋଲିଲେ ନିଯୁକ୍ତିର ନୂଆ ଦିଗନ୍ତ

ଭୁବନେଶ୍ୱର : ରାଜ୍ୟର ବିକାଶର ମୂଳ ଶକ୍ତି ହେଉଛନ୍ତି ଯୁବପିଢ଼ି। ଯେକୌଣସି ରାଜ୍ୟର ଆର୍ଥିକ ଅଭିବୃଦ୍ଧି, ସାମାଜିକ ପ୍ରଗତି ଏବଂ ସୁଶାସନର ଭିତ୍ତି ଗଢ଼ିଥାନ୍ତି ଯୁବଶକ୍ତି। ସେଥିପାଇଁ ଯୁବକ-ଯୁବତୀଙ୍କୁ ରୋଜଗାର ସୁଯୋଗ ପ୍ରଦାନ କରିବା,

କୋରାପୁଟରେ ଗୁଞ୍ଜିଲା ଦେଶପ୍ରେମର ସ୍ୱର : ଆୟୋଜିତ ହେଲା ”ହର ଘର ତ୍ରିରଙ୍ଗା-୨୦୨୬”

କୋରାପୁଟ : କୋରାପୁଟରେ ଗୁଞ୍ଜିଲା ଦେଶପ୍ରେମର ସ୍ୱର । ଆସନ୍ତା ସ୍ୱାଧୀନତା ଦିବସକୁ ଦୃଷ୍ଟିରେ ରଖି ଦେଶବ୍ୟାପୀ ଚାଲିଥିବା ‘ହର ଘର ତ୍ରିରଙ୍ଗା-୨୦୨୬’ ଅଭିଯାନକୁ ଜନଭାଗିଦାରୀ ମାଧ୍ୟମରେ ସଫଳ କରିବା ଉଦ୍ଦେଶ୍ୟରେ କୋରାପୁଟ ଜିଲ୍ଲା

ବିଶ୍ୱ ମଞ୍ଚରେ ଚମକିବ ଓଡ଼ିଶାର ପରମ୍ପରା : ହବସପୁରୀ ହସ୍ତତନ୍ତର କାହାଣୀ କହିବ ନୂଆ ଓଡ଼ିଆ ଫିଲ୍ମ

ଭୁବନେଶ୍ୱର : ଓଡ଼ିଶାର ସମୃଦ୍ଧ ହସ୍ତତନ୍ତ ପରମ୍ପରାକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ନିର୍ମାଣ ହୋଇଛି ନୂଆ ଡକ୍ୟୁମେଣ୍ଟାରୀ ଫିଲ୍ମ ‘ହବସପୁରୀ ୱିଭିଂ: ଦ ସେକେଣ୍ଡ ଏଣ୍ଡ ଲାଷ୍ଟ ଡେଥ୍’। କଳାହାଣ୍ଡିର ଐତିହାସିକ ଓ

ଭାରତୀୟ ଦଳରେ ଇଞ୍ଜୁରି ଚିନ୍ତା : ଅନେକ ତାରକା ଖେଳାଳି ଦଳରୁ ବାହାରେ

ଭାରତୀୟ କ୍ରିକେଟ ଦଳ ପାଇଁ ଏବେ ସବୁଠାରୁ ବଡ଼ ଚିନ୍ତାର କାରଣ ହେଉଛି ଖେଳାଳିଙ୍କ ଇଞ୍ଜୁରି । ଦଳର ଅନେକ ପ୍ରମୁଖ ଖେଳାଳି ଆହତ ଥିବାରୁ ଚୟନକର୍ତ୍ତା ଓ ବିସିସିଆଇଙ୍କ ଚିନ୍ତା ବଢ଼ିଛି ।

ଚାଷୀଙ୍କ ପାଇଁ ଆସୁଛି ‘ଏଗ୍ରିଷ୍ଟେକ କାର୍ଡ’, ମିଳିବ ଏହି ସବୁ ସୁବିଧା

ଭୁବନେଶ୍ୱର : ରାଜ୍ୟର ଚାଷୀମାନଙ୍କ ପାଇଁ ସରକାର ଏକ ନୂଆ ପଦକ୍ଷେପ ଆରମ୍ଭ କରିବାକୁ ଯାଉଛନ୍ତି । ଆଧାରକାର୍ଡ ଭଳି ପ୍ରତ୍ୟେକ ଚାଷୀଙ୍କୁ ଏକ ସ୍ୱତନ୍ତ୍ର ଏଗ୍ରିଷ୍ଟେକ୍ ପରିଚୟପତ୍ର ଦିଆଯିବ। ଏହି ପରିଚୟପତ୍ର ମାଧ୍ୟମରେ

Live Cricket Score