Explore

Search

February 28, 2026 10:27 am

ଶିକ୍ଷା ଖବର

ଏନସିଇଆରଟି ଢାଞ୍ଚାରେ ହେବ ଶିକ୍ଷା ବ୍ୟବସ୍ଥା: କୋରାପୁଟରେ ହେବ ବହୁଭାଷୀ ଶିକ୍ଷା କେନ୍ଦ୍ର

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ଜାତୀୟ ଶିକ୍ଷାନୀତି ୨୦୨୦’ ଅନୁସାରେ ଓଡ଼ିଶାରେ ପ୍ରାଥମିକ ଶିକ୍ଷାକୁ ସୁଦୃଢ଼

ଓଡ଼ିଶାରେ ହେବ ଦେଶର ପ୍ରଥମ ଦୃଷ୍ଟିବାଧିତ ବିଶ୍ବବିଦ୍ୟାଳୟ

ଦୃଷ୍ଟିବାଧିତ ପିଲାମାନଙ୍କୁ ଉଚ୍ଚଶିକ୍ଷା ପ୍ରଦାନ କରିବା ପାଇଁ ତଥା ସମସ୍ତ ପ୍ରକାର ଆନୁଷଙ୍ଗିକ ସୁବିଧା ପ୍ରଦାନ କରିବା ପାଇଁ ବାରଙ୍ଗରେ ପ୍ରତିଷ୍ଠା ହେବାକୁ ଯାଉଛି ଦେଶର ପ୍ରଥମ ଦୃଷ୍ଟିବାଧିତ ବିଶ୍ବବିଦ୍ୟାଳୟ । ପ୍ରାୟ ୩୦

ପୁଣି ଆରମ୍ଭ ହେବ ପାସ ଫେଲ ବ୍ୟବସ୍ଥା: କଠୋର ହେଲା ଶିକ୍ଷା ବିଭାଗ

ଓଡ଼ିଶା ସରକାର ୮ମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ପାସ୍-ଫେଲ୍ ବ୍ୟବସ୍ଥାକୁ ପୁନର୍ବାର ପ୍ରଚଳନ କରିବାକୁ ଯାଉଛନ୍ତି l ଶିକ୍ଷଣର ମାନ ଏବଂ ଶୈକ୍ଷିକ ଶୃଙ୍ଖଳାକୁ ବୃଦ୍ଧି କରିବା ପାଇଁ ଓଡ଼ିଶା ସରକାର ସ୍କୁଲଗୁଡ଼ିକରେ ପାସ୍-ଫେଲ୍

ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟରେ ପ୍ରାରମ୍ଭିକ ଶୈଶବ ଯତ୍ନ ଓ ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ

ଆଜି ଇନ୍ଦିରା ଗାନ୍ଧି ରାଷ୍ଟ୍ରୀୟ ମୁକ୍ତ ବିଶ୍ଵବିଦ୍ୟାଳୟ ଅଫିସିଆଲ ୱେବସାଇଟ ତରଫରୁ ପ୍ରାରମ୍ଭିକ ଶୈଶବ ଯତ୍ନ ଓ ଶିକ୍ଷା କାର୍ଯ୍ୟକ୍ରମରେ ଡିପ୍ଲୋମା ପାଇଁ ଓଡ଼ିଆରେ ପାଠ୍ୟ ପୁସ୍ତକର ଶୁଭାରମ୍ଭ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କଡ଼ାକଡ଼ି ହେଲା ୭୫% ଉପସ୍ଥାନ

ବଦଳିଲା ନିୟମ, ଆଉ ପରୀକ୍ଷାର୍ଥୀଙ୍କ ପାଇଁ ରହିବନି ଉପସ୍ଥାନ କୋହଳ l କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଉଭୟ ଦଶମ, ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ପାଇଁ ସର୍ବନିମ୍ନ ୭୫% ଉପସ୍ଥାନ ବାଧ୍ୟତାମୂଳକ କରାଯାଇଛି l

ରାଜ୍ୟର ଅପହଞ୍ଚ ଇଲାକାରେ ହେବ ୮୩୫ଟି ଆଦର୍ଶ ବିଦ୍ୟାଳୟ : ମୁଖ୍ୟମନ୍ତ୍ରୀ

ଓଡ଼ିଶାରେ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷାକୁ ସୁଦୃଢ କରିବା ପାଇଁ ଓଡିଶାରେ ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ଟି ଆଦର୍ଶ ବିଦ୍ୟାଳୟ, ଏହାକୁ ନେଇ ସୂଚନା ଦେଇଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ l

ଏଣିକି ସ୍କୁଲ ପିଲାଙ୍କୁ ଦିଆଯିବ ତଟକା ଫଳ : ଶିଶୁ ବାଟିକାରୁ ଲାଗୁ

ସ୍କୁଲ ପିଲାମାନଙ୍କ ଶାରୀରିକ ଗଠନକୁ ଦୃଷ୍ଟିରେ ରଖି ସେମାନଙ୍କୁ ଉନ୍ନତମାନର ଖାଦ୍ୟ ଦେବାର ପ୍ରୟାସ କରୁଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର l ସେଥିପାଇଁ ଅଣ୍ଡା ଖାଉ ନ ଥିବା ପିଲାମାନଙ୍କୁ ବିକଳ୍ପ

ପିଲାଙ୍କ ପାଇଁ ସପ୍ତାହର ଗୋଟେ ଦିନ: ବ୍ୟାଗଲେସ୍ ଡେ

ଗୁଜରାଟ ସରକାର ନିଜ ରାଜ୍ୟରେ ପରିଚାଳିତ କରିଥିବା ନୂଆ ଶିକ୍ଷା ନୀତି ଅନୁଯାୟୀ ଛୋଟ ଛୁଆଙ୍କ ମାନସିକ ଓ ଶାରୀରିକ ବିକାଶକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ ସମୟରେ ଛୋଟ

ପାଠ୍ୟକ୍ରମରେ “ଓଡିଶା ପାଇକ ବିଦ୍ରୋହ” ସାମିଲ ବିଷୟକୁ ନେଇ ଆସିଲା ଏନସିଇଆରଟି ପକ୍ଷରୁ ସ୍ପଷ୍ଟୀକରଣ

ଏନସିଇଆରଟି ପକ୍ଷରୁ ପ୍ରକାଶିତ ଅଷ୍ଟମ ଶ୍ରେଣୀର ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକ ‘ଏକ୍ସପ୍ଲୋରିଂ ସୋସାଇଟି: ଇଣ୍ଡିଆ ଆଣ୍ଡ ବିୟଣ୍ଡ”ରେ ଦି କଲୋନିଆଲ ଏରା ଇନ୍ ଇଣ୍ଡିଆ ଚାପ୍ଟରରେ ଓଡ଼ିଶା ପାଇକ ବିଦ୍ରୋହ ବାଦ୍ ପଡ଼ିଥିବା ନେଇ

ଶିକ୍ଷାନୁଷ୍ଠାନରେ ମହିଳାଙ୍କ ସୁରକ୍ଷା ସାଜିବ “ଶକ୍ତିଶ୍ରୀ ଆପ”: ମୁଖ୍ଯମନ୍ତ୍ରୀ ମୋହନ ମାଝୀ

କଡ଼ାକଡ଼ି ହେଲା ସୁରକ୍ଷା ବ୍ୟବସ୍ଥା l ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କ ସୁରକ୍ଷା ପାଇଁ ଓଡିଶା ସରକାରଙ୍କ ବଡ଼ ଘୋଷଣା l ଏଣିକି ଉଚ୍ଚ ଶିକ୍ଷାନୁଷ୍ଠାନ ପାଇଁ କାର୍ଯ୍ୟକାରୀ ହେବ ‘ଶକ୍ତିଶ୍ରୀ’ କାର୍ଯ୍ୟକ୍ରମ l ଏନେଇ ଘୋଷଣା

Live Cricket Score