Explore

Search

August 11, 2026 9:27 am

ଧର୍ମ ଖବର

ରଥଯାତ୍ରା ପାଇଁ ସ୍ଵତନ୍ତ୍ର ଆର୍ଥିକ ସହାୟତା, ଗୋବର୍ଦ୍ଧନ ପୀଠର ହେବ ସଂରକ୍ଷଣ

ରାଜ୍ୟର ବିଭିନ୍ନ ଜାଗାରେ ହେଉଥିବା ରଥଯାତ୍ରା ନିମନ୍ତେ ରଥ ନିର୍ମାଣ ଓ ରଥଯାତ୍ରା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବ ଆଇନ ବିଭାଗ। ଦେବୋତ୍ତର ଆୟୋଗ ଅଧୀନରେ ଥିବା ଜଗନ୍ନାଥ ମନ୍ଦିରକୁ ରଥଯାତ୍ରା ପାଇଁ

ଭକ୍ତଙ୍କ ପାଇଁ ଖୋଲିଲା କେଦାରନାଥ ଧାମ

ଅପେକ୍ଷାର ହେଲା ଅନ୍ତ। ସାଧାରଣ ଭକ୍ତଙ୍କ ପାଇଁ ଖୋଲିଲା ବିଶ୍ୱପ୍ରସିଦ୍ଧ କେଦାରନାଥ ମନ୍ଦିରର ଦ୍ୱାର। ନିର୍ଦ୍ଧାରିତ ସମୟ ୭ଟାରେ କେଦାର ଧାମ ଖୋଲିଛି। ପୂଜାର୍ଚ୍ଚନା ଓ ବେଦ ମନ୍ତ୍ରରେ କମ୍ପିଲା ଆଧ୍ୟାତ୍ମିକ ପରିବେଶ। ଏଥିପାଇଁ

ଦୀଘାରେ ଭବ୍ୟ ଜଗନ୍ନାଥ ମନ୍ଦିରର ଉଦଘାଟନ କଲେ ମମତା ବାନାର୍ଜୀ

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୀଘା ସମୁଦ୍ର କୂଳରେ ନୂତନ ଜଗନ୍ନାଥ ମନ୍ଦିର ର ପ୍ରାଣ ଉତ୍ସବ ପୂଜାରେ ଯୋଗଦେଇଥିଲେ l ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ଜଗନ୍ନାଥ

ମା ବୁଢୀ ଠାକୁରାଣୀଙ୍କ ଆଶୀର୍ବାଦ ନେଲେ ମାନ୍ୟବର ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର ଆରାଧ୍ୟା ମାଆ ବୁଢ଼ୀ ଠାକୁରାଣୀଙ୍କ ପ୍ରସିଦ୍ଧ ବାର୍ଷିକ ଯାତ୍ରା ପ୍ରାୟତଃ ଶେଷ ପର୍ଯ୍ୟାୟରେ l ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀଙ୍କ ବ୍ରହ୍ମପୁର ଗସ୍ତ ସମୟରେ ଦେଶୀବେହେରା ସାହି ଅସ୍ଥାୟୀ ମଣ୍ଡପରେ

ୟୁନେସ୍କୋରେ ଯୋଡ଼ିହେଲା ଶ୍ରୀମଦ୍ ଭଗବଦ୍ ଗୀତା ଏବଂ ଭାରତ ମୁନିଙ୍କ ନାଟ୍ୟଶାସ୍ତ୍ର

ଭାରତୀୟଙ୍କ ଆତ୍ମା ଆମ ପୁରାଣ ପୋଥି l ଯହିଁରେ ନୀତି, ଆଦର୍ଶ ଓ ଆଚରଣକୁ ସୁନ୍ଦର ଭାବେ ବର୍ଣ୍ଣିତ କରାଯାଇଛି l ତେବେ ୟୁନେସ୍କୋର ମେମୋରୀ ଅଫ୍ ଦି ୱାର୍ଲ୍ଡ ରେଜିଷ୍ଟରରେ ଶ୍ରୀମଦ୍ ଭଗବଦ୍

ଆରମ୍ଭ ହେଲା ମା’ବୁଢ଼ୀ ସାଆନ୍ତାଣୀ ଠାକୁରାଣୀଙ୍କ ଯାତ୍ରା

ବ୍ରହ୍ମପୁରର ଆରାଧ୍ୟ ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀ ଆଜି ପିତ୍ରାଳୟକୁ ଆଗମନ କରିବେ l ସୂଚନା ଅନୁଯାୟୀ ଦୁଇ ବର୍ଷକୁ ଥରେ ମା’ ବାପଘରକୁ ଆସୁଥିବା ଯୋଗୁଁ ଏହି ସମୟକୁ ସମସ୍ତେ ଅପେକ୍ଷା କରିଥା’ନ୍ତି

ଆଜି ପବିତ୍ର ଇଦ୍ ପର୍ବ, କଦମ୍ ଏ ରସୁଲ ଠାରେ ବ୍ୟାପକ ପ୍ରସ୍ତୁତି

ଆଜି ପବିତ୍ର ଇଦ୍ ପର୍ବ, କଦମ୍ ଏ ରସୁଲ ଠାରେ ବ୍ୟାପକ ପ୍ରସ୍ତୁତି

ମୁସଲମାନ ସଂପ୍ରଦାୟର ଇଦ୍ ଏକ ପ୍ରମୁଖ ପର୍ବ। ଏକ ମାସ ଧରି ଉପବାସ ତଥା ରୋଜା ରଖିବା ପରେ ଆଜି ଇଦ-ଉଲ-ଫିତର ପାଳିବେ ମୁସଲମାନ ଧର୍ମାବଲମ୍ବୀ। ଭୋରରୁ ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ମସଜିଦରେ ଉପସ୍ଥିତ

ଆଜି ପ୍ରତି ଓଡ଼ିଆ ଘରେ ବିରାଜିତ ଦୋଳଗୋବିନ୍ଦ, ଚାଲିଛି ଅବିର ଖେଳ

ଆଜି ପ୍ରତି ଓଡ଼ିଆ ଘରେ ବିରାଜିତ ଦୋଳଗୋବିନ୍ଦ, ଚାଲିଛି ଅବିର ଖେଳ

ଆଜି ସାରା ରାଜ୍ୟ ଉତ୍ସବମୁଖର l ହୋଲି ପୂର୍ବରୁ ଏହା ହେଉଛି ପ୍ରଥମ ଆଦ୍ୟ ପର୍ବ l ତେବେ ଏହି ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ସ୍ୱତନ୍ତ୍ର ନୀତିକାନ୍ତି

ଏପ୍ରିଲ ସୁଦ୍ଧା ସରିବ ଅଯୋଧ୍ୟା ଦରବାର

ଏପ୍ରିଲ ସୁଦ୍ଧା ସରିବ ଅଯୋଧ୍ୟା ଦରବାର

ଅଯୋଧ୍ୟା ନଗରୀରେ ଅବସ୍ଥିତ ରାମମନ୍ଦିରର ୧୫ ଏପ୍ରିଲ ସୁଦ୍ଧା ପ୍ରଥମ-ଦ୍ବିତୀୟ ମହଲା-ଶିଖର ନିର୍ମାଣ ସଂପୂର୍ଣ୍ଣ ହେବ l ଏଥିସହ ୧୫ରୁ ୩୦ ଏପ୍ରିଲ ମଧ୍ୟରେ ରାମ ଦରବାର ସଂପୂର୍ଣ୍ଣ ସ୍ଥାପନ ପାଇଁ କାମ ଚାଲିଛି

ବ୍ରହ୍ମପୁରରୁ ଶୁଭାରମ୍ଭ ହେଲା "ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା"

ବ୍ରହ୍ମପୁରରୁ ଶୁଭାରମ୍ଭ ହେଲା “ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା”

ରାଜ୍ଯରେ ବରିଷ୍ଠ ନାଗରିକମାନଙ୍କୁ ଆଧ୍ୟାତ୍ମିକ ଯାତ୍ରାର ଦିବ୍ୟ ଅନୁଭବ ପ୍ରଦାନ କରିବା ନିମନ୍ତେ ଓଡିଶା ସରକାରଙ୍କ ପକ୍ଷରୁ ବ୍ରହ୍ମପୁର ରେଳ ଷ୍ଟେସନ ଠାରେ ଶୁଭାରମ୍ଭ ହୋଇଛି ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା l

Live Cricket Score