Explore

Search

February 11, 2026 11:04 am

ମେଡିସିନ ବା ଚିକିତ୍ସା କ୍ଷେତ୍ରରେ ଶ୍ରେଷ୍ଠ ଅବଦାନ ପାଇଁ ନୋବେଲ ବିଜେତାଙ୍କ ନାଁ ଘୋଷଣା

ଚଳିତ ବର୍ଷ ୩ ଜଣଙ୍କୁ ମେଡିସିନରେ ମିଳିବ ନୋବେଲ ପୁରସ୍କାର। ମ୍ୟାରୀ କେ ବ୍ରୁଙ୍କୋୱ (ଆମେରିକା), ଫ୍ରେଡ ରାମସଡେଲ୍ଲ (ଆମେରିକା) ଓ ଶିମୋନ ସାକାଗୁଚି (ଜାପାନ)ଙ୍କୁ ମେଡିସିନରେ ନୋବେଲ ପୁରସ୍କାର ପାଇବେ l

ମଣିଷ ଶରୀରର ରୋଗପ୍ରତିରୋଧକ ବ୍ୟବସ୍ଥା କେମିତି ଶରୀରର ଅନ୍ୟ ଅଙ୍ଗପ୍ରତ୍ୟେଙ୍ଗଗୁଡ଼ିକ ଉପରେ ହେଉଥିବା ରୋଗର ଆକ୍ରମଣକୁ ରୋକିବାରେ କାର୍ଯ୍ୟକରେ, ତା’ର କାରଣ ଜାଣିବାକୁ ଏହି ବୈଜ୍ଞାନିକମାନେ ସକ୍ଷମ ହୋଇଥିଲେ।

ଆଜି ମେଡିସିନ ପାଇଁ ନୋବେଲ ମିଳିଥିବା ବେଳେ ଆସନ୍ତାକାଲି ଫିଜିକ୍ସ, ବୁଧବାର କେମିଷ୍ଟ୍ରୀ, ଗୁରୁବାର ସାହିତ୍ୟ, ଶୁକ୍ରବାର ଅର୍ଥନୀତି ଓ ପରବର୍ତ୍ତୀ ସପ୍ତାହରେ ସମ୍ଭବତଃ ନୋବେଲ ଶାନ୍ତି ପୁରସ୍କାର ପାଇବାକୁ ଥିବା ବ୍ୟକ୍ତି ବା ସଂଗଠନର ନାଁ ଘୋଷଣା ହେବ ବୋଲି ଜଣାପଡ଼ିଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score