ଓଡ଼ିଶାରେ ଆରମ୍ଭ ହେଲା ଶାରଦୀୟ ପାର୍ବଣ ପୂଜା l ରାଜ୍ୟର ବିଭିନ୍ନ ଶକ୍ତିପୀଠ ତଥା ମା’ କଟକ ଚଣ୍ଡୀ,ଗଡ଼ଚଣ୍ଡୀ ଓ ମା’ ଶାରଳାଙ୍କ ପୀଠରେ ଷୋଡ଼ଶ ଉପଚାର ପାର୍ବଣ ପୂଜା ଆରମ୍ଭ ହୋଇଛି l ମହାଷ୍ଟମୀ ପର୍ଯ୍ୟନ୍ତ ମାଙ୍କ ପୀଠରେ ପାର୍ବଣ ପୂଜା l ଏହି ଦିନ ମାନଙ୍କରେ ବିଭିନ୍ନ ବେଶରେ ଷୋଡଶ ଉପଚାର ପୂଜା କରାଯିବ l ମାଙ୍କୁ ସୁସଜିତ ବିମାନରେ ବେଢ଼ା ପରିକ୍ରମା କରାଯିବ l ଗତକାଲି ମୂଳାଷ୍ଟମୀରେ ମହାନଦୀରୁ ଜଳ ଆଣି ଘଟ ସ୍ଥାପନ କରାଯାଇଛି l
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
Post Views: 207
