Explore

Search

July 19, 2025 4:36 am

Genres

ଅମଲା ମାନଙ୍କୁ ସରକାରଙ୍କ ପକ୍ଷରୁ କଡ଼ାକଡ଼ି ନିୟମାବଳୀ ଲାଗୁ, ଠିକ୍ ସମୟରେ ଆସିବ ଅଫିସ : ରାଜ୍ଯସରକାର

ଏଣିକି ବରିଷ୍ଠ ଅଧିକାରୀମାନଙ୍କୁ ଠିକ୍ ସମୟରେ ଆସିବାକୁ ହେବ ଅଫିସ l ଯାହାକୁ ନେଇ ରାଜ୍ୟର ସବୁ ବିଭାଗର ପ୍ରମୁଖ ସଚିବ ଓ ଅତିରିକ୍ତ ଶାସନ ସଚିବଙ୍କୁ ଚିଠି କରାଯାଇଛି l ଏଥିସହ ଅପାରଗ ଅଧିକାରୀଙ୍କୁ ବାଧ୍ୟତାମୂଳକ ଭାବେ ଅବସର ନେବାକୁ ନିର୍ଦ୍ଦେଶ ମିଳିଛି l ଠିକ୍ ସମୟରେ ଅଫିସ ଆସିବା ଉପରେ ବି ଗୁରୁତ୍ଵ ଦେବା ସହିତ ଜୁଲାଇ ୩୧ ସୁଦ୍ଧା ଖାଲି ପଦବୀର ତଥ୍ୟ ଦେବାକୁ ରାଜ୍ଯ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ମିଳିଛି l ଅପରପକ୍ଷେ ବଢ଼ିବ ପ୍ରାଶାସନିକ ଅଧିକାରୀଙ୍କ ଦକ୍ଷତା l ସବୁ ବିଭାଗରେ ନିଯୁକ୍ତ ହେବେ ଏଷ୍ଟାବ୍ଲିସମେଣ୍ଟ ଅଫିସର l ଯେଉଁ ପଦରେ ଅତିରିକ୍ତ ସଚିବ ପାହ୍ୟାର ଅଧିକାରୀଙ୍କୁ ଦାୟିତ୍ବ ମିଳିବା ସହ ବଦଳି, ନିଯୁକ୍ତି, ପେନ୍‌ସନ, କାର୍ଯ୍ୟାନୁଷ୍ଠାନ କରିବେ ଏହି ଅଧିକାରୀ l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score