Explore

Search

September 7, 2026 12:32 pm

ଓଡ଼ିଶାରେ ଆରମ୍ଭ ହେବ ଲକ୍ଷପତି ଦିଦି ସହାୟିକା ଯୋଜନା

ଓଡ଼ିଶାରେ ଆରମ୍ଭ ହେବ ଲକ୍ଷପତି ଦିଦି ସହାୟିକା ଯୋଜନା

ରାଜ୍ଯରେ ମହିଳାମାନଙ୍କୁ ଆର୍ଥିକ ସଶକ୍ତ କରିବା ନିମନ୍ତେ ମିଶନ୍ ଶକ୍ତି, ସୁଭଦ୍ରା ପରେ ବର୍ତ୍ତମାନ ଆରମ୍ଭ ହେବାକୁ ଯାଉଛି ଲକ୍ଷପତି ଦିଦି ସହାୟିକା ଯୋଜନା l ଯାହାକୁ ବିଧାନସଭାରେ ବିଧିବଦ୍ଧ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ l ଏହି ଯୋଜନା ଅନ୍ତର୍ଗତ କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କୁ ମିଳିବ ବକେୟା ଦରମା l ସିଆର୍‌ପି ଏମବିକେ ତା ସହିତ ବ୍ୟାଙ୍କମିତ୍ର ଓ ପ୍ରାଣୀମିତ୍ରମାନେ ପାଇବେ ବକେୟା ଦରମା l ୨୦୨୪ ଏପ୍ରିଲରୁ ୧୦ ମାସର ବକେୟା ଦରମା ଦେବେ ସରକାର l ରାଜ୍ଯରେ ସର୍ବମୋଟ ଉପକୃତ ହେବେ ୬୨ ହଜାରରୁ ଅଧିକ କମ୍ୟୁନିଟି ସପୋର୍ଟ ଷ୍ଟାଫ l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score