Explore

Search

April 16, 2026 10:10 am

ଚାଲିଛି କଳ୍ପନାଜଳ୍ପନା: ଚଳିତ ଆଇପିଏଲ ହୋଇପାରେ ଏମଏସ ଧୋନିଙ୍କ ଶେଷ ମ୍ୟାଚ

ଚାଲିଛି କଳ୍ପନାଜଳ୍ପନା: ଚଳିତ ଆଇପିଏଲ ହୋଇପାରେ ଏମଏସ ଧୋନିଙ୍କ ଶେଷ ମ୍ୟାଚ

ଦିନକୁ ଦିନ ପାଖେଇ ଆସୁଛି ଆଇପିଏଲ୍ ୨୦୨୫ l ତେବେ ଏପରି ସ୍ଥଳରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଏମ୍.ଏସ୍ ଧୋନି କଳ୍ପନାଜଳ୍ପନାର କେନ୍ଦ୍ରରେ ରହିଛନ୍ତି। ୪୩ ବର୍ଷୀୟ କିମ୍ବଦନ୍ତୀ ତାଙ୍କ ଭବିଷ୍ୟତ ଯୋଜନା ବିଷୟରେ କଣ ଆଭିମୁଖ୍ୟ ରଖିଛନ୍ତି? ଏହା ହୁଏତ ତାଙ୍କର ଶେଷ ଆଇପିଏଲ୍ ହୋଇପାରେ ବୋଲି ଚର୍ଚ୍ଚା ସୃଷ୍ଟି କରିଛି l
ଧୋନିଙ୍କ ସମ୍ପ୍ରତି ବିବୃତ୍ତିରୁ ଜଣାପଡିଛି ଯେ ସେ ପିଲାଦିନେ ଯେପରି ଚାପ ବିନା ଖେଳକୁ ଉପଭୋଗ କରିବାକୁ ଚାହାଁନ୍ତି। ସେ ତାଙ୍କର ଅବସରକୁ ନିଶ୍ଚିତ କରିନାହାନ୍ତି l ଚେନ୍ନାଇ ସୁପର କିଙ୍ଗ୍ସର ପରିଚାଳନା “ଅତ୍ୟନ୍ତ ଆଶାବାଦୀ” ଯେ ଧୋନି ଆସନ୍ତା ସିଜନ ପାଇଁ ଫେରିବେ, କିନ୍ତୁ ଶେଷ ନିଷ୍ପତ୍ତି ଏହି କିମ୍ବଦନ୍ତୀ କ୍ରିକେଟରଙ୍କ ଉପରେ ନିର୍ଭର କରେ | ମାର୍ଚ୍ଚ ୨୨ରେ ଆଇପିଏଲ୍ ଆରମ୍ଭ ହେବାକୁ ଯାଉଥିବାରୁ ପ୍ରଶଂସକମାନେ ଧୋନିଙ୍କ ପ୍ରତ୍ୟେକ ପଦକ୍ଷେପକୁ ଉତ୍ସାହର ସହ ଦେଖିବେ l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score