

ଆସନ୍ତା କାଲି ସୁଭଦ୍ରା ଟଙ୍କାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବ l ଯାଜପୁରରେ ଆୟୋଯିତ ହେବାକୁଥିବା ସୁଭଦ୍ରା ଟଙ୍କା ବଣ୍ଟନ ସମାବେଶରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ

ସୁଭଦ୍ରା ଯୋଜନାରେ ସାମିଲ ହେବା ଲାଗି ବୁଧବାର ଦିନଠାରୁ ଆରମ୍ଭ ହୋଇଛି ଫର୍ମ ସଂଗ୍ରହ କାର୍ଯ୍ୟକ୍ରମ। ଗାଁ ଗାଁରେ ଆବେଦନ ଫର୍ମ ବଣ୍ଟା ଚାଲିଛି। ସମସ୍ତ ଯୋଗ୍ୟ ହିତାଧିକାରୀ ଏହି ଯୋଜନାରେ ସାମିଲ ହେବା

ସୁଭଦ୍ରା ଯୋଜନା କୁ ନେଇ ଆସିଛି ବଡ ଖବର। ମହିଳା ଓ ଶିଶୁ ବିକାଶ ବିଭାଗ ଆଜି ରାଜ୍ୟ ସରକାରଙ୍କ ବହୁ ଚର୍ଚ୍ଚିତ ଯୋଜନା ‘ସୁଭଦ୍ରା’ର ଗାଇଡ୍ଲାଇନ୍ ଜାରି କରିଛି। ତେବେ ଏହି ଗାଇଡ୍ଲାଇନ୍
WhatsApp us