ପରଲୋକରେ ସାମସଙ୍ଗ କମ୍ପାନୀର ସିଇଓ ହାନ ଜୋଙ୍ଗ-ହେଙ୍କ March 25, 2025 6:24 pm ବିଶ୍ୱର ଅଗ୍ରଣୀ ଇଲେକ୍ଟ୍ରୋନିକ୍ସ କମ୍ପାନୀ ସାମସଙ୍ଗର ସହ-ସିଇଓ ହାନ ଜୋଙ୍ଗ-ହେଙ୍କର ହଠାତ୍ ହୃଦଘାତରେ ମୃତ୍ୟୁ ଘଟିଛି ବୋଲି ମଙ୍ଗଳବାର ଦିନ କମ୍ପାନୀ ପକ୍ଷରୁ ସୂଚନା ମିଳିଛି l ଦକ୍ଷିଣ କୋରିଆର ଟେକ୍ ଜଏଣ୍ଟ ସାମସଙ୍ଗ