ପରଲୋକରେ ବିଶିଷ୍ଟ ଭାଷ୍ୟକାର ଶିକ୍ଷାବିତ୍ ପ୍ରଫେସର ସଞ୍ଜୟ କୁମାର ଶତପଥୀ December 26, 2024 6:15 pm ଭୁବନେଶ୍ୱର/ ଭବାନୀପାଟଣା : ବିଶିଷ୍ଟ ଶିକ୍ଷାବିତ୍ ତଥା କଳାହାଣ୍ଡିସ୍ଥିତ ମା’ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟର ପ୍ରଥମ କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀ(୬୩) ଙ୍କ ବୁଧବାର ପରଲୋକ ଘଟିଛି। କର୍କଟ ରୋଗରେ ପୀଡ଼ିତ ହୋଇ ପ୍ରଫେସର