ଉଚ୍ଚଶିକ୍ଷା ବିକାଶ ପାଇଁ ଓଡ଼ିଶାକୁ ୬୭୦ କୋଟିର ଅନୁଦାନ December 31, 2024 6:27 pm କଟକ: ରାଜ୍ୟରେ ଉଚ୍ଚ ଶିକ୍ଷାର ମାନ ବୃଦ୍ଧି ସହିତ ଏହାର ଭିତ୍ତିଭୂମିର ବିକାଶ ଘଟିବା ସହ ଗବେଷଣା କ୍ଷେତ୍ରରେ ଅଧିକ ସୁଯୋଗ ସୃଷ୍ଟି ହେବ । ଏଥିପାଇଁ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ (ପିଏମ୍