୨୦୨୪ରେ ପୁରୀ, ବାରାଣସୀ, ହରିଦ୍ଵାରକୁ ଆସିଛନ୍ତି ସର୍ବାଧିକ ତୀର୍ଥଯାତ୍ରୀ – ଓୟୋ ‘ଟ୍ରାଭେଲୋପିଡିଆ’-୨୦୨୪ ରିପୋର୍ଟ December 26, 2024 6:18 pm ନୂଆଦିଲ୍ଲୀ: ଚଳିତବର୍ଷ ଡିସେମ୍ବର ମାସ ସୁଦ୍ଧା ପୁରୀ, ବାରାଣସୀ ଓ ହରିଦ୍ଵାର ଭଳି ଧାର୍ମିକ ସ୍ଥଳକୁ ଚଳିତବର୍ଷ ସର୍ବାଧିକ ତୀର୍ଥଯାତ୍ରୀ ଆସିଛନ୍ତି । ଗୋବର୍ଦ୍ଧନ ଓ ଦେଓଘର ପରି ପର୍ଯ୍ୟଟନସ୍ଥଳୀ ଲୋକପ୍ରିୟ ହେବାରେ ଲାଗିଛି।