ବଦଳିବ ଦେଓମାଳିର ଚିତ୍ର , ଆରମ୍ଭ ହେବ ‘ଇକୋ ରିଟ୍ରିଟ-୨୦୨୫’ November 8, 2025 6:25 pm କୋରାପୁଟ: ବଦଳିବ ଦେଓମାଳିର ଚିତ୍ର । ଆଉ କିଛିଦିନ ପରେ ଆରମ୍ଭ ହେବ କୋରାପୁଟ ଦେଓମାଳିରେ ‘ଇକୋ ରିଟ୍ରିଟ-୨୦୨୫-୨୬’ । ପୁଣିଥରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବ କୋଟିଆ ପଞ୍ଚାୟତର ଦେଓମାଳି ପର୍ବତମାଳା