ରାଜା ରାମମୋହନ ରାୟଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ May 22, 2025 3:55 pm ଭାରତୀୟ ସମାଜ ମଙ୍ଗଳ ଆନ୍ଦୋଳନରେ ଜଣେ ମହାନ ପୁରୋଧା ହେଉଛନ୍ତି ରାଜା ରାମମୋହନ ରାୟ l ତତ୍କାଳୀନ ଭାରତରେ ଜାତିପ୍ରଥା , ଅସ୍ପୃଶ୍ଯତା, ବାଲ୍ଯବିବାହ ଓ ସତୀଦାହ ପ୍ରଥା ଉଚ୍ଛେଦ ବିରୋଧରେ ସ୍ଵର ଉତ୍ତୋଳନ