ଭାରତ ଇତିହାସର ପ୍ରଥମ ଜାତୀୟ ମହାକାଶ ଦିବସ: ବିଗତ ବର୍ଷ ଆଜିର ଦିନରେ ଜହ୍ନରେ ଓହ୍ଲାଇଥିଲା ଚନ୍ଦ୍ରଯାନ-୩ August 23, 2024 12:42 pm ଗତବର୍ଷ ଆଜିର ଦିନରେ ମହାକାଶ ଗବେଷଣା କ୍ଷେତ୍ରରେ ଇତିହାସ ରଚିଥିଲା ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ISRO)। ସେହି ପରିପ୍ରେକ୍ଷୀରେ ଆଜି ସାରା ଦେଶ ପାଳୁଛି ପ୍ରଥମ ଜାତୀୟ ମହାକାଶ ଦିବସ। ଆଜିର ଦିନରେ