Explore

Search

April 17, 2026 12:40 am

Breaking news ଖବର

‘ହର ଘର ଜଳ’ ଲକ୍ଷ୍ୟ ପାଇଁ ଓଡିଶାରେ ସ୍ପଷ୍ଟ ଯୋଜନା ପ୍ରସ୍ତୁତ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡିଶାରେ ଜଳ ଜୀବନ ମିଶନ ୨.୦ କାମକୁ ଆଗକୁ ବଢାଇବା ପାଇଁ ନୂଆଦିଲ୍ଲୀରେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରାଳୟ ଓ ଓଡିଶା ସରକାର ମଧ୍ୟରେ ଏକ ଚୁକ୍ତି (MoU) ସ୍ୱାକ୍ଷର ହୋଇଛି। ଏହି

ରେକର୍ଡ ଭାଙ୍ଗୁଛି ଧୁରନ୍ଧର-୨ : ୪ ଦିନ ଭିତରେ ୪ଶହ କୋଟି ଟଙ୍କା ପାର

ରଣବୀର ସିଂହଙ୍କ ଅଭିନୀତ ‘ଧୁରନ୍ଧର ୨’ ରିଲିଜ ହେବା ପରେ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଛି । ଏହି ଫିଲ୍ମ ମାତ୍ର ୪ ଦିନ ମଧ୍ୟରେ ୪୦୦ କୋଟି କ୍ଲବରେ ପ୍ରବେଶ କରିଛି

ଗୁଗୁଲର ନୂତନ ପଦକ୍ଷେପ : ୟୁଜର୍ସମାନଙ୍କ ପାଇଁ ଆସିଲା ଆଧୁନିକ AI ସୁବିଧା

ଡିଜିଟାଲ ଦୁନିଆରେ ଇଣ୍ଟରନେଟ ବ୍ୟବହାର ପ୍ରଣାଳୀରେ ବଡ଼ ପରିବର୍ତ୍ତନ ଆସୁଛି । ପାରମ୍ପରିକ ବ୍ରାଉଜିଂ ପଦ୍ଧତିକୁ ଛାଡ଼ି ଏବେ “ଏଜେଣ୍ଟିକ ଏଆଇ” ଭିତ୍ତିକ ବ୍ରାଉଜର ଟେକ୍ନୋଲୋଜି ଦିନକୁ ଦିନ ଲୋକପ୍ରିୟ ହେଉଛି । ଏହି

ଖୋର୍ଦ୍ଧାରେ ଆରମ୍ଭ ହେଲା ଜନଗଣନା

ଆସନ୍ତା ୨୦୨୭ ଜନଗଣନାକୁ ସୁଚାରୁ ଓ ନିର୍ଭୁଲ ଭାବେ ସମ୍ପନ୍ନ କରିବା ଲକ୍ଷ୍ୟରେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଜନଗଣନା ପ୍ରସ୍ତୁତି । ଏନେଇ କ୍ଷେତ୍ର ପ୍ରଶିକ୍ଷକମାନଙ୍କ ପାଇଁ ବ୍ଲକସ୍ତରରେ

ମହଙ୍ଗା ହେଲା ଫାଷ୍ଟଟ୍ୟାଗ ବାର୍ଷିକ ପାସ : ଏପ୍ରିଲ ୧ରୁ ବଢିବ ଦର, ଗାଡିଚାଳକଙ୍କୁ ଅଧିକ ଭାର

ମହଙ୍ଗା ହେଲା ଫାଷ୍ଟଟ୍ୟାଗ ବାର୍ଷିକ ପାସ । ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣ (ଏନଏଚଏଆଇ) ଦ୍ୱାରା ଜାତୀୟ ରାଜପଥରେ ଟୋଲ ଆଦାୟକୁ ସହଜ କରିବା ପାଇଁ ଆରମ୍ଭ ହୋଇଥିବା ଫାଷ୍ଟଟ୍ୟାଗ ବାର୍ଷିକ ପାସ ବ୍ୟବସ୍ଥା

କେଉଁ କାରଣ ପାଇଁ ଜନ୍ମ ହୁଅନ୍ତି ଅଟିଜିମ ପିଲା

ଆଜିକା ସମୟରେ ଯୁବପୀଢ଼ି ଆଉ ଚାଁହୁନାହାଁନ୍ତି ଶୀଘ୍ର ସନ୍ତାନ ଜନ୍ମ କରିବାକୁ । ତେଣୁ ପ୍ରାୟତଃ ୩୫ ପରେ ଛୁଆ ଜନ୍ମ କରୁଛନ୍ତି । ତେବେ ଏହାର ପ୍ରଭାବ ଛୁଆ ଉପରେ କେତେ ପଡେ

ବିଦେଶ ମାଟିରେ ଓଡ଼ିଆ ପୁଅଙ୍କ ଜଲୱା : ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

ହାଇଦ୍ରାବାଦ : ବିଦେଶ ମଞ୍ଚରେ ପୁଣିଥରେ ଦେଖାଦେଇଛି ଭାରତୀୟ ଖେଳାଳିଙ୍କ ଦମଦାର ପ୍ରଦର୍ଶନ । ସ୍ପେନର ଭିଟୋରିଆରେ ଆୟୋଜିତ ‘ସ୍ପାନିସ ପାରା ବ୍ୟାଡମିଣ୍ଟନ ଇଣ୍ଟରନ୍ୟାସନାଲ–୨୦୨୬’ରେ ଭାରତ ଦଳ ଉଲ୍ଲେଖନୀୟ ସଫଳତା ହାସଲ କରିଛି ।

୨୨୯୨ କୋଟିର ୧୭ଟି ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଉଦଘାଟିତ ହୋଇଯାଇଛି ରାଜ୍ୟସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ-୨୦୨୬ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ଦ୍ୱାରା ୨୨୯୨ କୋଟିର ୧୭ଟି ପ୍ରକଳ୍ପର ଶିଳାନ୍ୟାସ ଓ ୩୨୦

ଭାରତୀୟ ବଜାରରେ ‘Oura Ring 4’ ର ପ୍ରବେଶ : ଟାଇଟାନିୟମ ଡିଜାଇନ ଓ AI ସୁବିଧାରେ ଆକର୍ଷଣ

ହାଇଦ୍ରାବାଦ : ଭାରତୀୟ ବଜାରରେ ନୂତନ ଟେକ୍ନୋଲୋଜି ‘Oura Ring 4’ ପ୍ରବେଶ କରିଛି । ସ୍ମାର୍ଟ ରିଙ୍ଗ ଶ୍ରେଣୀରେ ବିଶ୍ୱସ୍ତ ନାମ ଭାବେ ପରିଚିତ Oura କମ୍ପାନୀ ଏହି ନୂଆ ଡିଭାଇସକୁ ଭାରତର

ଗଞ୍ଜାମରେ ବିକାଶର ନୂଆ ଦିଗ : ବାହୁଦାରେ ସାଟେଲାଇଟ ପୋର୍ଟ ପାଇଁ ପ୍ରସ୍ତୁତି

ଗଞ୍ଜାମରେ ବିକାଶର ନୂଆ ଦିଗ । ଗଞ୍ଜାମ ଜିଲ୍ଲାରେ ପ୍ରସ୍ତାବିତ ବାହୁଦା ସାଟେଲାଇଟ ପୋର୍ଟ ପ୍ରକଳ୍ପକୁ ନେଇ ଗତି ବଢ଼ିଛି । ଏନେଇ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ପକ୍ଷରୁ ପ୍ରକଳ୍ପ ସ୍ଥଳର ସମୀକ୍ଷା ସହ

Live Cricket Score