ଆଧୁନିକରଣ ହେବ ଆସିକା ଚିନିକଳ, ଗଠନ ହେବ ଟାସ୍କ ଫୋର୍ସ December 12, 2024 6:05 pm ଆସିକା/ଗଞ୍ଜାମ: ରାଜ୍ୟର ସର୍ବପୁରାତନ ଚିନିଶିଳ୍ପର ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ଵରେ ଉଚ୍ଚସ୍ତରୀୟ ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି l ଏଥିପାଇଁ ଏକ ଟାସ୍କ ଫୋର୍ସ ଗଠନ କରାଯିବା ସହିତ ଏହି ଟାସ୍କ ଫୋର୍ସରେ