ବିବାହ ବନ୍ଧନରେ ବାନ୍ଧି ହେଲେ ଅନୁଭବ ଓ ଜାଗୃତି ଶୁକ୍ଳା March 12, 2025 1:24 pm ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ତଥା କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ଅନୁଭବ ମହାନ୍ତି ଏବଂ ତାଙ୍କର ଦୀର୍ଘ ଦିନର ପ୍ରେମିକା ଜାଗୃତି ଶୁକ୍ଲାଙ୍କ ସହିତ ବିବାହ କରିଛନ୍ତି l ପୂର୍ବରୁ ଓଡିଶା ବାହାରେ ସେମାନଙ୍କ ନିର୍ବନ୍ଧ