କୁହୁଡି ପାଇଁ ୪୦ ବିମାନ ବାତିଲ December 15, 2025 6:32 pm ନୂଆଦିଲ୍ଲୀ: ଭୟଙ୍କର ବାୟୁ ପ୍ରଦୂଷଣ ସହ ଘନ କୁହୁଡ଼ି । ଅଣନିଶ୍ଵାସୀ ହୋଇପଡ଼ିଛି ରାଜଧାନୀ ଦିଲ୍ଲୀ। ବାୟୁ ଗୁଣବତ୍ତା ବିପଦ ସୀମା ଟପିଯାଇଛି ପୁରା ରାଜଧାନୀ ଦିଲ୍ଲୀରେ । ଯାହାଫଳରେ ରାଜଧାନୀ ଦିଲ୍ଲୀରେ ବିମାନ