Explore

Search

April 26, 2025 2:06 am

Genres

ବର୍ଷର ଶେଷ ସୂର୍ଯ୍ୟୋଦୟ ଦେଖିବା ପାଇଁ କୋଣାର୍କରେ ପର୍ଯ୍ୟଟକଙ୍କ ଭିଡ

people gather in odisha konark temple to see last sunset of 2024

କୋଣାର୍କ: ରାତି ପାହିଲେ ନୂଆବର୍ଷ । ବଦଳିବ ତାରିଖ ଆରମ୍ଭ ହେବ ନୂଆବର୍ଷ । ତେବେ ଓଡିଶାର ଅର୍କକ୍ଷେତ୍ରସ୍ଥିତ ଚନ୍ଦ୍ରଭାଗାରେ ବର୍ଷର ଶେଷ ସୂର୍ଯ୍ୟୋଦୟ ଦେଖିବା ପାଇଁ ଚନ୍ଦ୍ରଭାଗାରେ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକଙ୍କ ଭିଡ଼ । ଦୂରଦୂରନ୍ତରୁ ପର୍ଯ୍ୟଟକ ମାନେ ଆସି ଭୋର ୫ଟାରୁ ଆସି ଚନ୍ଦ୍ରଭାଗା ମହୋଦଧି କୂଳରେ ପହଞ୍ଚିଥିଲେ । ବିଦାୟ ବର୍ଷ ୨୦୨୪ ବହୁ ଘାତପ୍ରତିଘାତ, ଖୁସି ଓ ବିଷାଦ ମଧ୍ୟରେ ସରିଥିବା ବେଳେ ପର୍ଯ୍ୟଟକମାନେ ବିଦାୟ ଦେଇଛନ୍ତି ।  ଆଜି ଓ ଆସନ୍ତାକାଲି ଆହୁରି ଭିଡ ବଢ଼ିବ । ତେଣୁ ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳାର ସହ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ କେତେକ ପଦକ୍ଷେପ ନିଆଯାଇଛି  । ଏଥିସହିତ କୋଣାର୍କ,  ସାତପଡା,  ପୁରୀର ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ସୁରକ୍ଷା ବ୍ୟବସ୍ଥା ମୁତୟନ କରାଯାଇଛି । 

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score