ଆଜି ରାଜ୍ୟରେ ମୃଦୁ ଭୂକମ୍ପ ସ୍ରୁଷ୍ଟି ହୋଇଥିବା ବେଳେ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାରେ କମ୍ପନ ସୃଷ୍ଟି ହୋଇଥିଲା l ଏହା ପୁରୀଠାରୁ ୨୮୬ କିମି ,ଭୂବନେଶ୍ବର ଠାରୁ ୨୯୭, ବ୍ରହ୍ମପୁରଠାରୁ ୩୯୪ କିମି ଦୂରରେ ହୋଇଥିଲା l ପଶ୍ଚିମବଙ୍ଗ ହଳଦିଆଠାରୁ ୨୮୬, କୋଲକାତାରୁ ୩୪୦ ଦୂରରେ ଏହା ଅନୁଭବ ହେଉଥିଲା l ଫଳରେ ବଙ୍ଗୋପସାଗର ଭୂମିକମ୍ପର କେନ୍ଦ୍ରସ୍ଥଳ ହୋଇଥିବା ବେଳେ ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୧ ରହିଛି l ରାଜ୍ଯରେ ଭୁବନେଶ୍ବର, ବାଲେଶ୍ବରରେ,ପୁରୀ, ବ୍ରହ୍ମପୁର ଓ ବାରିପଦାରେ ଭୂମିକମ୍ପ ସକାଳ ୬ଟା ୧୦ ମିନିଟରେ ସୃଷ୍ଟି ହୋଇଥିଲା l

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |