

ସ୍ମାର୍ଟ ସିଟିରୁ ଟ୍ରାଫିକ ଭିଡ଼ କମାଇବାକୁ ପୂର୍ତ୍ତ ବିଭାଗ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି l ରାଜଧାନୀରେ ହେବ ଏଲିଭେଟେଡ୍ କରିଡର୍ l ସୂଚନା ଦେଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ l ଜୟଦେବ

ରାଜ୍ୟରେ କିଛିଦିନ ହେଲା ପାରଦ ଉପରମୁହାଁ ରହିଛି। ଏଭଳି ସ୍ଥିତିରେ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଖରା ଅନୁଭୂତ ହୋଇଛି। ସାଢେ ୨ଟା ସୁଦ୍ଧା ସମ୍ବଲପୁର, ବୌଦ୍ଧରେ ତାପମାତ୍ରା ୪୦-୪୨ଡିଗ୍ରୀ ରେକର୍ଡ କରାଯାଇଛି।

ସାହିତ୍ୟ ଜଗତର ପ୍ରଖ୍ୟାତ ଲେଖକ ୯୧ ବର୍ଷ ବୟସରେ ରମାକାନ୍ତ ରଥଙ୍କ ପରଲୋକ ଘଟିଛି l ଖାରବେଳ ନଗର ବାସଭବନରେ ତାଙ୍କର ପରଲୋକ l ରମାକାନ୍ତ ରଥ ୨୦୦୬ରେ ପଦ୍ମଭୂଷଣ ସମ୍ମାନରେ ହୋଇଥିଲେ ସମ୍ମାନିତ

ଚାରିଧାମ ମଧ୍ୟରେ ପୁରୀ ଅନ୍ୟତମ l ତେବେ ଦୈନଦିନ ଆସୁଥିବା ଭକ୍ତଙ୍କ ପ୍ରସାଦସେବନ ଲାଗି ଆନନ୍ଦ ବଜାରରେ ଭିଡ ଜମୁଛି l ତେବେ ଏହାର ନିୟନ୍ତ୍ରଣ ପାଇଁ ପୁରୀ ଶ୍ରୀମନ୍ଦିର ଗଜପତି ମହାରାଜା, ମୁଖ୍ୟ

ଓଡ଼ିଶାରେ ସାଧାରଣ ଲୋକଙ୍କୁ ମୌଳିକ ସ୍ୱାସ୍ଥ୍ୟ ସେବାରେ ଆର୍ଥିକ ସହାୟତା ଯୋଗାଇବା ଉଦ୍ଦେଶ୍ୟରେ ଏପ୍ରିଲ ପହିଲାରୁ ଓଡ଼ିଶାରେ କାର୍ଯ୍ୟକାରୀ ହେବ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା।

ଭୁବନେଶ୍ୱର : ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ୨୪ ଓ ୨୫ ମାର୍ଚ୍ଚରେ ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି l ସୂଚନା ମୁତାବକ ମାର୍ଚ୍ଚ ୨୪ ଅପରାହ୍ନ ୧.୩୦ ସମୟରେ ଭୁଜନେଶ୍ୱରର

ଦକ୍ଷିଣ ଓଡ଼ିଶାର ପ୍ରମୁଖ ସହର ବ୍ରହ୍ମପୁର ଠାରେ ବ୍ରହ୍ମପୁର ମହାନଗର ନିଗମରେ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗ ଏବଂ ଓମଫେଡ୍ ପକ୍ଷରୁ ଅନୁଷ୍ଠିତ ହୋଇଛି ‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’ ଓ ଓମ୍ଫେଡ୍ ଚାଷୀଙ୍କୁ

ରାଜ୍ଯରେ ବରିଷ୍ଠ ନାଗରିକମାନଙ୍କୁ ଆଧ୍ୟାତ୍ମିକ ଯାତ୍ରାର ଦିବ୍ୟ ଅନୁଭବ ପ୍ରଦାନ କରିବା ନିମନ୍ତେ ଓଡିଶା ସରକାରଙ୍କ ପକ୍ଷରୁ ବ୍ରହ୍ମପୁର ରେଳ ଷ୍ଟେସନ ଠାରେ ଶୁଭାରମ୍ଭ ହୋଇଛି ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା l

ଆଜି ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଜ୍ୟର ସମସ୍ତ ମହିଳାଙ୍କୁ ମିଳିଛି ସୁଭଦ୍ରା ଭେଟି l ଆକାଉଣ୍ଟରେ ଦ୍ୱିତୀୟ କିସ୍ତି ଭାବରେ ମିଳିଲା ଉପହାର l ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ

ମହିଳା ସଶକ୍ତିକରଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଆକଂକ୍ଷା ନେଇ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଦୂରଦୃଷ୍ଟିରେ ଆରମ୍ଭ ହୋଇଥିଲା ସୁଭଦ୍ରା ଯୋଜନା l ଯାହା ମହିଳାମାନଙ୍କ ମଧ୍ୟରେ
WhatsApp us