Explore

Search

January 14, 2026 4:01 am

ଓଡିଶା ଖବର

ଭିବି-ଜି ରାମ ଜି ଯୋଜନାରେ ଓଡିଶାକୁ ୫୮୩ କୋଟି ଫାଇଦା

ଭୁବନେଶ୍ୱର : ଭିବି-ଜି ରାମ ଜି ଯୋଜନାରେ ଓଡିଶାକୁ ମିଳିବ ୫୮୩ କୋଟି ଟଙ୍କାର ଫାଇଦା । ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନା (ମନରେଗା) ସ୍ଥାନରେ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର

ସିଏମଓ କାର୍ଯ୍ୟାଳୟରେ ହେବନି ଇଂରାଜୀ ନବବର୍ଷ ଉତ୍ସବ, କାହାକୁ ନାହିଁ ଅନୁମତି

ଭୁବନେଶ୍ୱର : ଇଂରାଜୀ ନୂଆବର୍ଷ ୨୦୨୬ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଆଗୁଆ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଏହି ପରିପ୍ରେକ୍ଷୀରେ ସେ ବଡ଼ ପଦକ୍ଷେପ ନେଇଛନ୍ତି

ବଢ଼ିଲା କଳାକାର ସହାୟତାଙ୍କ ଭତ୍ତା : ଓଡ଼ିଆ ଅସ୍ମିତା ସମ୍ମାନରେ ସମ୍ମାନିତ ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବଢ଼ିଲା କଳାକାର ସହାୟତାଙ୍କ ଭତ୍ତା । ଏନେଇ ଘୋଷଣା କରିଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ କଳାକାର ସହୟତା ଯୋଜନାରେ ମାସିକ ଭତ୍ତାକୁ ବୃଦ୍ଧି କରାଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ମହାନତା : ଡିଜିଟାଲ ଫସଲ ସର୍ଭେ ପାଇଁ ୧୦୦ କୋଟି ଟଙ୍କା ପ୍ରୋତ୍ସାହନ

ଭୁବନେଶ୍ୱର: ପୁଣି ଚାଷୀ ଭାଇଙ୍କ ପାଇଁ ବଡ ପଦକ୍ଷେପ ନେଲେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ । ଆଉ ଯାହାକୁ ନେଇ ଓଡ଼ିଶାର ଚାଷୀମାନେ ଖୁସିବ୍ୟକ୍ତ କରିବାସହ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ

ମନମୋହୁଛି କାଣ୍ଡିଆ ଜଳପ୍ରପାତ, ମିଳୁନି ପର୍ଯ୍ୟଟନସ୍ଥଳୀର ମାନ୍ୟତା

ରାଇରଙ୍ଗପୁର : ଓଡ଼ିଶାର ପର୍ଯ୍ୟଟନସ୍ଥଳୀ କଥା ଆସିଲେ ସବୁଠି ଆଗରେ ରହେ ମୟୂରଭଞ୍ଜ ଜିଲ୍ଲା । ଏହି ଜିଲ୍ଲାରେ ବିଭିନ୍ନ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ରହିଛି । ଯାହାକୁ ଦେଖିବା ପାଇଁ ଦୂରଦୂରାନ୍ତରୁ ଛୁଟି ଆସନ୍ତି

ପୁରୀରେ ଜମିଲାଣି ଭିଡ : ସୁଖ, ସମୃଦ୍ଧି ଆଶାରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଭକ୍ତ

ଭୁବନେଶ୍ୱର : ସରି ସରି ଆସୁଛି ୨୦୨୫ । ଆଉ ଦିନ କେଇଟା ପରେ ଦୁନିଆ ଦେଖିବ ନୂଆ ସକାଳ ନୂଆ ବର୍ଷ-୨୦୨୬। ତେବେ ଆଗାମୀ ନୂଆବର୍ଷ ପରିବାର ପାଇଁ କେମିତି ମଙ୍ଗଳମୟ ହେବ

ଖୋର୍ଦ୍ଧା ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ବଡ ଭେଟି : ୫୧୬ କୋଟି ଟଙ୍କା ବ୍ୟୟ ବରାଦରେ ୩୯ଟି ପ୍ରକଳ୍ପର କଲେ ଶୁଭାରମ୍ଭ

ଖୋର୍ଦ୍ଧା : ଜମୁଛି ଖୋର୍ଦ୍ଧା ମହୋତ୍ସବ-୨୦୨୫ । ଏହି ଖୋର୍ଦ୍ଧା ମହୋତ୍ସବ-୨୦୨୫ର ରୌପ୍ୟ ଜୟନ୍ତୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଯୋଗଦେଇ ଖୋର୍ଦ୍ଧା ଜିଲ୍ଲାକୁ ବଡ ଭେଟି ଦେଇଛନ୍ତି

ଉଦଯାପିତ ହେଲା ପରବ ମହୋତ୍ସବ, ପୁଣି ଅପେକ୍ଷା ଆରବରଷକୁ

କୋରାପୁଟ: ସରିଲା ଜାତୀୟସ୍ତରୀୟ ଆଦିବାସୀ ମହୋତ୍ସବ ‘ପରବ’ ମହୋତ୍ସବ । ପୁଣି ଅପେକ୍ଷା ଆସନ୍ତା ବର୍ଷକୁ । ଶେଷ ରଜନୀରେ ଜିଲ୍ଲାପାଳ ଶ୍ରୀଯୁକ୍ତ ମନୋଜ ସତ୍ୟୱାନ ମହାଜନ ସଭାପତିତ୍ୱ କରି ଅତିଥିଙ୍କ ପରିଚୟ ପ୍ରଦାନ

ରାତି ପାହିଲେ ଦୁଲକିବ କୋରାପୁଟ, ଜମିବ ‘ପରବ’ ମହୋତ୍ସବ

କୋରାପୁଟ : ସଜେଇ ହୋଇଛି କୋରାପୁଟ ଜିଲ୍ଲା । ରାତି ପାହିଲେ ଝୁମିବ ପୁରା କୋରାପୁଟ । ପାରମ୍ପରିକ ଆଦିବାସୀ ନାଚ ଗୀତରେ ଦୁଲକିବ ଉପାନ୍ତ ଅଞ୍ଚଳ । ଏଥିପାଇଁ ରଙ୍ଗବେରଙ୍ଗରେ ସଜେଇ ହୋଇଛି

ପର୍ଯ୍ୟଟକଙ୍କୁ ଟାଣୁଛି କୋରାପୁଟ କଫି, ରୋଜଗାରକ୍ଷମ ହେଉଛନ୍ତି ଚାଷୀ

କୋରାପୁଟ: କଫି । ପ୍ରାୟେ ଲୋକଙ୍କୁ ଏହା ଖୁବ ପସନ୍ଦ । ରାତି ପାହିବା ମାତ୍ରେ ଅଧିକାଂଶ ଲୋକଙ୍କ ହାତରେ ଥାଏ କଫି କପ । ତେବେ ଏହି କଫି ଭିତରେ ବେଶୀ ସୁଆଦିଆ

Live Cricket Score