Explore

Search

March 1, 2026 3:32 am

ଓଡିଶା ଖବର

ଓଡ଼ିଶା ଟେକ୍ସ -୨୦୨୫ : ୨୫,୦୦୦ ରୁ ଅଧିକ ନିଯୁକ୍ତି ସୁଯୋଗ

ଆମ ପାଇଁ ଆମ ହସ୍ତତନ୍ତ ତଥା ପରିଧାନ ଶିଳ୍ପ ଓଡିଶା ସଂସ୍କୃତିର ଗର୍ବ ଓ ଗୌରବ । ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି ପୁରୀ ଶ୍ରୀମନ୍ଦିରରେ ଆମ ମହାପ୍ରଭୁ ପ୍ରତିଦିନ ନୂଆ ହାତବୁଣା ବସ୍ତ୍ର

ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୫୬ଟି ନୂତନ କୋର୍ଟ

ରାଜ୍ୟରେ ନ୍ୟାୟିକ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ପାଇଁ ତତ୍ପରତା ଦେଖାଇଛନ୍ତି ମୋହନ ସରକାର l ଫଳରେ ଲୋକଙ୍କ ସରକାରରେ ତ୍ୱରାନ୍ୱିତ ହେଉଛି ନ୍ୟାୟିକ ବ୍ୟବସ୍ଥା l ରାଜ୍ୟରେ ୫୬ ଟି ନୂତନ କୋର୍ଟ ପାଇଁ

ଓଡ଼ିଶାରେ ହେବ ଆଉ ଦୁଇଗୋଟି ବାଟାଲିୟନ

ଓଡ଼ିଶାରେ ଆଗାମୀ ଦିନରେ ଶିଳ୍ପ ପ୍ରତିଷ୍ଠାନ ଓ ବାଣିଜ୍ୟିକ କାରବାର ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକର ସୁରକ୍ଷା ପାଇଁ ‘ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ’ର ଆଉ ଦୁଇଟି ନୂତନ ବାଟାଲିଅନ ଗଠନ କରାଯିବା ସମ୍ପର୍କିତ ପ୍ରସ୍ତାବକୁ

ପ୍ରଥମ ଥର ରାଜ୍ଯରେ ଆୟୋଜିତ ହେଲା ‘ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା‘: ବିଜେତା ହେଲା ୩ଟି ଜିଲ୍ଲା

ଓଡ଼ିଶାରେ ପ୍ରଥମ ଥର ପାଇଁ ମିଶନ ଶକ୍ତି ପକ୍ଷରୁ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ତେବେ ଏହି ଖାଦ୍ୟ ଚୟନରେ ସଫଳ ହୋଇଥିବା ଢେଙ୍କାନାଳ, କଟକ ଏବଂ ମୟୁରଭଞ୍ଜ

ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ତୃତୀୟ କିସ୍ତି

ରାକ୍ଷୀ ପୂର୍ଣ୍ଣିମାରେ ମହିଳାଙ୍କୁ ମିଳିବ ଭେଟି l ରାଜ୍ୟରେ ଯୋଗ୍ୟ ମହିଳା ହିତାଧିକାରୀ ମାନେ ହେବେ ଉପକୃତ l ସୁଭଦ୍ରା ଅର୍ଥ ରାଶିରେ ହେବେ ଆର୍ଥିକ ସକ୍ଷମ ତେବେ ବିଧିବଦ୍ଧ ଭାବେ ଏହାକୁ ନେଇ

ପ୍ରଶାସନିକ ସ୍ତରରେ ଆସିଲା ବଡ଼ ଧରଣର ଅଦଳବଦଳ, ବଦଳିଲେ ଅଧିକାରୀ

ଗତକାଲି ସନ୍ଧ୍ୟାରେ ଓଡିଶା ରାଜ୍ଯ ସରକାର ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ ହୋଇଛି l ବିଏମ୍‌ସି କମିଶନର ରୂପେ ନିଯୁକ୍ତ ହୋଇଛନ୍ତି ଚଞ୍ଚଲ ରାଣା l ସେହିପରି ବରିଷ୍ଠ ଅଧିକାରୀ ରୁପା ରୋଶନ ସାହୁ

ପେଟ୍ରୋଲ ପମ୍ପ ବ୍ୟତୀତ ଅନ୍ୟଥା ମିଳିବ ନାହିଁ ପେଟ୍ରୋଲ, ଆଜି ସରକାରୀସ୍ତରୀୟ ବୈଠକ

ଆଉ ବୋଲତରେ ପେଟ୍ରୋଲ ମିଳିବ ନାହିଁ ! ପ‌େଟ୍ରୋଲ ଆଣିବାକୁ ହେଲେ ସାଥୀରେ ଗାଡ଼ି ନେଇକି ଯିବାକୁ ପଡ଼ିବ। ଆଜିଠାରୁ (ସୋମବାର) ଠାରୁ ଏହି ନିୟମକୁ କଡ଼ାକଡ଼ି କରିଦିଆଯିବ। ପେଟ୍ରୋଲିୟମ୍ ଡିଲରସ୍ ଆସୋସିଏସନ ସଭାପତି

କଟକ ହେବ ସମୃଦ୍ଧ ବିକଶିତ ସହର : ମୁଖ୍ୟମନ୍ତ୍ରୀ

କଟକ ସାଂସଦ ଭର୍ତ୍ତୃହରି ମହତାବ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସରକାରୀସ୍ତରରେ ସାକ୍ଷାତ କରି କଟକ ସଂସଦୀୟ କ୍ଷେତ୍ରର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଛନ୍ତି। ଏହି ବୈଠକରେ କଟକ

‘ବରିଷ୍ଠ ନାଗରିକ ତୀର୍ଥଯାତ୍ରା’ ପାଇଁ ଆବେଦନ ଆରମ୍ଭ କଲେ ଓଡିଶା ସରକାର

ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ‘ବରିଷ୍ଠ ନାଗରିକ ତୀର୍ଥଯାତ୍ରା’ ଯୋଜନାରେ ତୀର୍ଥଯାତ୍ରାରେ ଯିବେ ବରିଷ୍ଠ ନାଗରିକ। ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଓ ଭାରତୀୟ ରେଳବାଇ ପକ୍ଷରୁ ମିଳିତ ଉଦ୍ୟମରେ ଦେଶର ପ୍ରସିଦ୍ଧ

ଜାତୀୟସ୍ତରରେ ଚମକିଲା ରାଉରକେଲା, ଦେଶରେ ୧୫ତମ ସ୍ଥାନ

ସ୍ଵଚ୍ଛ ସର୍ବେକ୍ଷଣ କ୍ଷେତ୍ରରେ ଓଡିଶା ପାଇଁ ପୁରସ୍କାର ହାତେଇଲା ରାଉରକେଲା l ସର୍ବ ଭାରତୀୟସ୍ତରରେ ରାଉରକେଲା ୧୫ତମ ସ୍ଥାନ ହାସଲ କରିଛି। ଏହାସହ ରାଉରକେଲା ରାଜ୍ୟରେ ଚତୁର୍ଥ ସ୍ଥାନରେ ରହିଛି। ଗୁରୁବାର ଦିନ ସ୍ଵଚ୍ଛ

Live Cricket Score