Explore

Search

September 2, 2025 7:50 pm

Genres

ଓଡିଶା ଖବର

ଭୁବନେଶ୍ଵରରେ ଖୋଲିବ ଜାତୀୟ ତଦନ୍ତ ସଂସ୍ଥାର ଶାଖା

ରାଜ୍ଯରେ ତଦନ୍ତ କାର୍ଯ୍ୟକୁ ସୁରୁଖୁରୁରେ ଚଳାଇବା ପାଇଁ ଭୁବନେଶ୍ଵରର ଭିଏସଏସ୍ ନଗରରେ ଜାତୀୟ ତଦନ୍ତ ସଂସ୍ଥାର ଶାଖା ଖୋଲିବାକୁ ଯାଉଛି l ଯାହାର ଦାୟିତ୍ଵରେ ରହିବେ ଜଣେ ଏସପି ରାଙ୍କର ଅଧିକାରୀ l ଏହି

ଆଜିଠାରୁ ଦେଶବ୍ୟାପୀ ତ୍ରିରଙ୍ଗା ଯାତ୍ରା

ଅପରେସନ ସିନ୍ଦୂରର ସଫଳତାକୁ ନେଇ ଆଜିଠୁ ବିଜେପି ପକ୍ଷରୁ ଦେଶବ୍ୟାପୀ ତ୍ରିରଙ୍ଗା ଯାତ୍ରା, ୧୦ ଦିନ ଧରି ଚାଲିବ ଏହି କାର୍ଯ୍ୟକ୍ରମ । ଏହା ମାଧ୍ୟମରେ ପହଲଗାମ ଆକ୍ରମଣର ପ୍ରତିଶୋଧ ଓ ଅପରେସନ ସିନ୍ଦୂର

ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି, ବିଭିନ୍ନ ଜନମଙ୍ଗଳ ପ୍ରସ୍ତାବକୁ ବାଜିଲା ମୋହର

ରାଜ୍ୟ କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ଯୋଜନା ଓ ସଂଶୋଧନ ଆସିଛି l ମୁଖ୍ୟତଃ ୫ଟି ବିଭାଗର ୮ଟି ପ୍ରସ୍ତାବରେ ରାଜ୍ୟ କ୍ୟାବିନେଟ ମୋହର ବାଜିଛି l ପଶୁ ସଂପଦ ବିଭାଗ ନିଯୁକ୍ତି ସର୍ତ୍ତାବଳୀରେ

ଆଜି ରାଜ୍ୟର ୧୨ ଟି ସ୍ଥାନରେ ହେବ ସିଭିଲ୍‌ ଡିଫେନ୍ସ ମକ୍‌ ଡ୍ରିଲ୍‌ ।

ଶତ୍ରୁଙ୍କ ପାଖରୁ ବର୍ତ୍ତିବା ପାଇଁ ନାଗରିକଙ୍କୁ ମିଳିବ ଶିକ୍ଷା l ବୋମା ବର୍ଷଣକୁ ନେଇ କରାଯିବ ମକ୍‌ ଡ୍ରିଲ୍‌ । ଅପରାହ୍ନ ୪ଟା ବେଳେ ବାଜିବ ସାଇରନ୍‌ । ୫ ମିନିଟ ଧରି ବାଜିବ

ପ୍ରବାଦ ପୁରୁଷଙ୍କୁ ସମ୍ମାନିତ କରିବ ଋଷ

ପୁଣି ଆନ୍ତର୍ଜାତୀୟ ସ୍ତରରେ ବିଜୁବାବୁଙ୍କୁ ମିଳିବ ସମ୍ମାନ l ଇତିହାସର ହେବ ପୁନରାବୃତ୍ତି l ୧୯୪୧ରୁ ୧୯୪୫ ମଧ୍ୟରେ ହୋଇଥିବା ଦ୍ବିତୀୟ ବିଶ୍ବଯୁଦ୍ଧ ବେଳେ ସୋଭିଏତ ୟୁନିୟନକୁ ସହାୟତାକୁ ସ୍ମରଣ କରି ସମ୍ମାନ ଦେବାକୁ

ସମ୍ପ୍ରସାରଣ ହେବ ମେଟ୍ରୋ ପ୍ରକଳ୍ପ

ରାଜଧାନୀରେ ଯାତାୟତକୁ ସୁଗମ କରିବା ପାଇଁ ଚାଲିଥିବା ମେଟ୍ରୋ ରେଳ ପ୍ରକଳ୍ପର ନୂଆ ରୁଟ ଆସିବାକୁ ଯାଉଛି l ତ୍ରିଶୁଳିଆ ପରିବର୍ତ୍ତେ କଟକ ବସ୍‌ଷ୍ଟାଣ୍ଡ ଯାଏ ହେବ ସମ୍ପ୍ରସାରଣ l ଭୁବନେଶ୍ୱର ବିମାନ ବନ୍ଦରରୁ

ଶ୍ରମିକଙ୍କ ଦୈନିକ ମଜୁରୀ ବୃଦ୍ଧି କଲେ ମୋହନ ସରକାର

ଶ୍ରମିକଙ୍କ ପାଇଁ ଖୁସିର ଖବର l ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରମିକଙ୍କ ଦୈନିକ ମଜୁରୀ ବଢାଇଛନ୍ତି l ଯାହା ଶ୍ରମିକ ମାନଙ୍କ ପାଇଁ ସର୍ବନିମ୍ନ ଦୈନିକ ମଜୁରୀରେ ୧୦ ଟଙ୍କା ବୃଦ୍ଧି

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକୂଳ କଲେ ମୁଖ୍ୟମନ୍ତ୍ରୀ

ଆଜି ସମଗ୍ର ରାଜ୍ୟରେ ପାଳନ ହେଉଛି ଅକ୍ଷୟ ତୃତୀୟା ପର୍ବ l ଏହି ଅବସରରେ ଅଖିମୁଠି ଅନୁକୂଳ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ l ଓୟୁଏଟି ସ୍ଥିତ ଫାର୍ମ ହାଉସରେ କୃଷିମନ୍ତ୍ରୀ କେଭି ସିଂହଦେଓଙ୍କ

ଅକ୍ଷୟ ତୃତୀୟାରେ କୃଷକଙ୍କୁ ଭେଟି ଦେଲେ ମୋହନ ସରକାର

କୃଷିକୂଳର ମହାନ୍ ପର୍ବ ଅକ୍ଷୟ ତୃତୀୟାରେ ସମଗ୍ର ଚାଷୀ ଭାଇଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀ କିଷାନ ଟଙ୍କା l କୃଷକଙ୍କ ଖାତାକୁ ଟଙ୍କା ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ l ଚାଷୀଙ୍କ ଆକାଉଣ୍ଟକୁ ଗଲା ୧୦୨୫

ଗଞ୍ଜାମ ଜିଲ୍ଲାରେ ହେବ ଲକ୍ଷେ କୋଟି ନିବେଶ

ଓଡ଼ିଶାର ପ୍ରାଣକେନ୍ଦ୍ର ଗଞ୍ଜାମ ଜିଲ୍ଲାରେ ରାଜ୍ୟର ସର୍ବାଧିକ ଶିଳ୍ପ ପ୍ରତିଷ୍ଠା ହେବାକୁ ଯାଉଛି। ବ୍ରହ୍ମପୁର ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜର ବକ୍ତବ୍ୟ ମାଧ୍ୟମରେ ଜିଲ୍ଲାରେ “ଏକଲକ୍ଷ କୋଟିରୁ ଅଧିକ ଟଙ୍କାର ନିବେଶରେ

Live Cricket Score