Explore

Search

January 14, 2026 7:35 am

ଶିକ୍ଷା ଖବର

ଜୁନ ୩୦ରୁ ଆରମ୍ଭ ହେବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷାକୁ ନେଇ ଆସିଲା ଗୁରୁତ୍ୱପୂର୍ଣ୍ଣ ସୂଚନା l ଜୁଲାଇ ୧୦ ଯାଏ ୯୮ଟି କେନ୍ଦ୍ରରେ ପରୀକ୍ଷା ଦେବେ ୩୨୩୨ ଛାତ୍ରଛାତ୍ରୀ l ମାଧ୍ୟମିକ ଶିକ୍ଷା ବୋର୍ଡ ୱେବ୍‌ସାଇଟ୍‌ରେ ଆଡମିଟ କାର୍ଡ ଉପଲବ୍ଧ

ପ୍ରକାଶ ପାଇଲା ଓଜେଇଇ ରେଜଲ୍ଟ ୨୦୨୫

ଓଡ଼ିଶା ମିଳିତ ପ୍ରବେଶିକା ପରୀକ୍ଷା (ଓଜେଇଇ)-୨୦୨୫ ରେଜଲ୍ଟ ମଙ୍ଗଳବାର ସନ୍ଧ୍ୟାରେ ପ୍ରକାଶ ପାଇଛି। ଓଡିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଫଳାଫଳ ପୁସ୍ତକ ଉନ୍ମୋଚିତ ହୋଇଛି। ଶିଳ୍ପମନ୍ତ୍ରୀ ସମ୍ପଦ

ବ୍ରହ୍ମପୁର ପାଇଁ ଗର୍ବ ଆଣିଲେ ହର୍ଷବର୍ଦ୍ଧନ ସାହୁ

ରେଶମି ସହର ବ୍ରହ୍ମପୁର ପାଇଁ ଗର୍ବ ଆଣିଲେ ହର୍ଷବର୍ଦ୍ଧନ ସାହୁ l ଜାତୀୟସ୍ତରରେ ଚମକିଲେ ଏହି ଓଡିଆ ଯୁବକ l ସୂଚନାଯୋଗ୍ୟ ଯେ, ବ୍ରହ୍ମପୁରର ୧୮ ବର୍ଷୀୟ ହର୍ଷବର୍ଦ୍ଧନ ସାହୁ ହିମାଚଳ ପ୍ରଦେଶରେ ଅନୁଷ୍ଠିତ

ପ୍ରକାଶ ପାଇଲା ଯୁକ୍ତଦୁଇ ପରୀକ୍ଷା ଫଳ, ଘୋଷଣା କଲେ ଗଣଶିକ୍ଷା ମନ୍ତ୍ରୀ

ପ୍ରକାଶ ପାଇଲା ବାର୍ଷିକ ଉଚ୍ଚ ମାଧ୍ୟମିକ ଶିକ୍ଷା ପରୀକ୍ଷାଫଳ l ଭୁବନେଶ୍ବରସ୍ଥିତ ସିଏଚଏସସି କାର୍ଯ୍ୟାଳୟରେ ଘୋଷଣା କଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ l ଓ୍ବେବସାଇଟରେ ଆସିଲା ପରୀକ୍ଷା ଫଳ l ଏକାସାଙ୍ଗରେ ତିନୋଟି

ଦୀର୍ଘ ଆଠବର୍ଷ ପରେ ହେବ କଲେଜ ନିର୍ବାଚନ : ସୂରଜ ସୂର୍ଯ୍ୟବଂଶୀ

ଛାତ୍ରଛାତ୍ରୀଙ୍କ ପାଇଁ ଖୁସିର ଖବର l ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ କ୍ୟାମ୍ପସରେ ବାଜିବ ରାଜନୀତି ବିଗୁଲ l ଦଶହରା ପୂର୍ବରୁ ସରିବ କ୍ୟାମ୍ପସ ଇଲେକ୍ସନ l ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ

ଆଉ ଦୁଇଦିନ ମଧ୍ୟରେ ପ୍ରକାଶ ପାଇବ +୨ ଫଳାଫଳ

ଆଗାମୀ ଦୁଇଦିନ ମଧ୍ୟରେ ପ୍ରକାଶିତ ହେବ ବାର୍ଷିକ +୨ ରେଜଲ୍ଟ l ଏନେଇ ଗଣମାଧ୍ୟମରେ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ l ପରୀକ୍ଷା ହେବାର ବହୁତ ଦିନ ବିତିଯାଇଥିବାରୁ

ମାଟ୍ରିକ ରେଜଲ୍ଟରେ ଗଜପତି ଜିଲ୍ଲାରେ ପାସ୍‌ହାର ସର୍ବାଧିକ

ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ବାଜି ମାରିଛି ଗଜପତି ଜିଲ୍ଲା l ୯୯.୯୩% ପାସ ହାର ରହିଥିବା ବେଳେ ପୁଅଙ୍କ ପାସ ହାର ୯୪ ପ୍ରତିଶତ ଓ ଝିଅଙ୍କ ପାସ ହାର ୯୬ ପ୍ରତିଶତ

ଆମୋଦଦାୟକ ହେବ ଶୈଶବ ଶିକ୍ଷା: ରାଜ୍ୟର ୪୫ ହଜାର ସ୍କୁଲ୍‌କୁ ମିଳିବ ‘ଯାଦୁପେଡ଼ି’

ଶୈଶବ ଶିକ୍ଷାକୁ ଆହୁରି ଆମୋଦଦାୟକ କରିବାକୁ ରାଜ୍ୟ ସରକାର ଏକ ନୂଆ ପଦକ୍ଷେପ ନେଇଛନ୍ତି। ଏଥି ପାଇଁ ସରକାର ଛୋଟ ପିଲାଙ୍କୁ ‘ଯାଦୁପେଡ଼ି’ ବାଣ୍ଟିବେ। ଖେଳ ଏବଂ ମନୋରଞ୍ଜନ ମାଧ୍ୟମରେ ଶିକ୍ଷାକୁ ଗୁରୁତ୍ୱ ଦେଇ

ଭୀମପୁର ହାଇସ୍କୁଲର ଶତବାର୍ଷିକୀ ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଜିଲ୍ଲାର ସର୍ବପୁରାତନ ତଥା ଭୀମପୁର ହାଇସ୍କୁଲର ଶତବାର୍ଷିକୀ ସମାରୋହରେ ଯୋଗଦେଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ l ଏହାକୁ ଖୁବଶୀଘ୍ର “ଐତିହ୍ୟ ବିଦ୍ୟାଳୟ”ରେ ସାମିଲ କରିବାକୁ ଘୋଷଣା କରିଛନ୍ତି ମୁଖ୍ଯମନ୍ତ୍ରୀ l ନିଜର ଅଭିଭାଷଣରେ

ଓଡିଶାରେ ଗ୍ରୀଷ୍ମ ଛୁଟି ଘୋଷଣା – ୨୩ ଅପ୍ରେଲ ୨୦୨୫ ଠାରୁ ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ

ରାଜ୍ୟରେ ଚାଲିଥିବା ଭୟଙ୍କର ତାପପ୍ରବାହ ଦେଖି ଶିଶୁମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଓଡିଶା ସରକାର ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଅପ୍ରେଲ ୨୩ ତାରିଖ ଠାରୁ ରାଜ୍ୟର ସମସ୍ତ ଅଙ୍ଗନବାଡି, ଶିଶୁବାଟିକା, ସରକାରୀ ଓ

Live Cricket Score