Explore

Search

September 2, 2025 8:46 am

Genres

ଓଡିଶା ଖବର

କ୍ୟାବିନେଟର ଗୁରୁତ୍ଵପୂର୍ଣ୍ଣ ବୈଠକ, ଆସିଲା ଓଡ଼ିଶା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ନୀତି – ୨୦୨୫

ଓଡ଼ିଶାର ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଯେଉଁ ନିଷ୍ପତ୍ତିରେ ଢେଙ୍କାନାଳ ଜିଲ୍ଲାର ଯୋରନ୍ଦା ସ୍ଥିତ ମହିମା ପୀଠର ଉନ୍ନତିକରଣ

ଛୁଇଁବ ମୌସୁମୀ, ରାଜ୍ଯରେ ପ୍ରବଳ ବର୍ଷା

ଆଗାମୀ ୨ରୁ ୩ ଦିନ ଭିତରେ ଓଡ଼ିଶା ଛୁଇଁବ ମୌସୁମୀ l ୨୪ ତାରିଖରେ କେରଳ ଛୁଇଁଛି ମୌସୁମୀ ଜଳବାୟୁ l ରାଜ୍ୟରେ ଜାରି ରହିଛି ପ୍ରାକ ମୌସୁମୀ ବର୍ଷା l ଓଡ଼ିଶା ଉପକୂଳ

ଭୁବନେଶ୍ୱରରେ ହେବ ଏଲିଭେଟେଡ୍ କରିଡର ଓ ଇନର୍ ରିଙ୍ଗ ରୋଡ୍

ଟ୍ରାଫିକ ସମସ୍ୟା ଓ ଭିଡ଼ ହ୍ରାସ ନିମନ୍ତେ ରାଜ୍ୟ ସରକାର ବ୍ୟାପକ ଯୋଜନା କାର୍ଯ୍ୟକାରୀ ନିମନ୍ତେ ନିଷ୍ପତ୍ତି ନେଇଛନ୍ତି । ରାଜଧାନୀରେ ଭିଡ଼ ହ୍ରାସ ସହିତ ସୌନ୍ଦର୍ଯ୍ୟକରଣକୁ ପ୍ରାଧାନ୍ୟ ଦେଇ ରାସ୍ତା ଓ ଫ୍ଲାଏଓଭର

ଓଡିଶା ପର୍ଯ୍ୟଟନକୁ ପାଦେ ଆଗକୁ ନେବ ‘ଥିଙ୍କ୍ ଇଣ୍ଡିଆ, ଥିଙ୍କ୍ ଓଡ଼ିଶା’

ଓଡ଼ିଶା ସରକାରଙ୍କ ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାଧାରା ହେବ ସଫଳ l ଓଡ଼ିଶାର ପର୍ଯ୍ୟଟନକୁ ଏକ ନୂଆ ଦିଶା ଦେଖାଇବା ପରିପ୍ରେକ୍ଷୀରେ ନୂତନ ଦୁଃସାହସିକ ପର୍ଯ୍ୟଟନ ନିର୍ଦ୍ଦେଶାବଳୀ-୨୦୨୫ ଯାହା ଏକ ପ୍ରମୁଖ ରୋମାଞ୍ଚକର ପର୍ଯ୍ୟଟନ କେନ୍ଦ୍ର

ବଢ଼ିଲା ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ଭତ୍ତା, ମାତୃତ୍ୱ ଛୁଟି ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟର ୮୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଏବଂ ୮୦ ପ୍ରତିଶତ ବା ତା’ଠାରୁ ଅଧିକ ଦିବ୍ୟାଙ୍ଗ ଏଣିକି ମାସକୁ ୩୫୦୦ ଟଙ୍କା ଭତ୍ତା ପାଇବେ l ଆସନ୍ତା ଜୁନ୍‌ ମାସରୁ ମିଳିବ ବର୍ଦ୍ଧିତ ଭତ୍ତା

ଗଞ୍ଜାମ ବିଧାନସଭା କ୍ଷେତ୍ରରେ ଆୟୋଜିତ ତ୍ରିରଙ୍ଗା ରାଲିରେ ଯୋଗଦେଲେ ମନ୍ତ୍ରୀ ବିଭୂତି ଭୂଷଣ ଜେନା

ଗଞ୍ଜାମ ଜିଲ୍ଲାର ବିଭିନ୍ନ ବିଧାନସଭା କ୍ଷେତ୍ରରେ ଅପରେସନ ସିନ୍ଦୂରର ସଫଳତା ଉପଲକ୍ଷେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ଗୋପଳପୁର ବିଧାୟକ ତଥା ମନ୍ତ୍ରୀମାନ୍ୟବର ବାଣିଜ୍ୟ,ପରିବହନ,ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା

ରାଜା ରାମମୋହନ ରାୟଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ

ଭାରତୀୟ ସମାଜ ମଙ୍ଗଳ ଆନ୍ଦୋଳନରେ ଜଣେ ମହାନ ପୁରୋଧା ହେଉଛନ୍ତି ରାଜା ରାମମୋହନ ରାୟ l ତତ୍କାଳୀନ ଭାରତରେ ଜାତିପ୍ରଥା , ଅସ୍ପୃଶ୍ଯତା, ବାଲ୍ଯବିବାହ ଓ ସତୀଦାହ ପ୍ରଥା ଉଚ୍ଛେଦ ବିରୋଧରେ ସ୍ଵର ଉତ୍ତୋଳନ

ପରାକ୍ରମ ଶୋଭାଯାତ୍ରାରେ ସାମିଲ ହେଲେ ଛତ୍ରପୁର ବିଧାୟକ

ଛତ୍ରପୁର: ଅପରେସନ ସିନ୍ଦୁରର ସଫଳତା ଅବସରରେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ଲୋକପ୍ରିୟ ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଟାଙ୍ଗଣାପଲ୍ଲି ମଣ୍ଡଳର ବିଭିନ୍ନ ଗ୍ରାମ ପଞ୍ଚାୟତରେ ଦଳୀୟ କାର୍ଯ୍ୟକର୍ତ୍ତା ଏବଂ ଜନସାଧାରଣଙ୍କ ସହ ‘ପରାକ୍ରମ ଶୋଭାଯାତ୍ରା’ରେ ସାମିଲ

ନାମ ଲେଖାରେ ଏଣିକି ଏସ୍.ସି.ବି.ସି ବର୍ଗଙ୍କୁ ମିଳିବ ସଂରକ୍ଷଣ

ଓଡ଼ିଶାରେ ଅନ୍ୟାନ୍ୟ ପଛୁଆ ବର୍ଗ ବିଦ୍ୟାର୍ଥୀଙ୍କୁ ମିଳିବ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ l ଶିକ୍ଷାନୁଷ୍ଠାନରେ ନାମ ଲେଖାରେ ଏସ୍.ସି.ବି.ସି ବର୍ଗଙ୍କୁ ମିଳିବ ସଂରକ୍ଷଣ l ଉଚ୍ଚଶିକ୍ଷାରେ ଏସ୍.ସି.ବି.ସିଙ୍କ ପାଇଁ ସଂରକ୍ଷଣ ନେଇ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ଵରରେ ଖୋଲିବ ଜାତୀୟ ତଦନ୍ତ ସଂସ୍ଥାର ଶାଖା

ରାଜ୍ଯରେ ତଦନ୍ତ କାର୍ଯ୍ୟକୁ ସୁରୁଖୁରୁରେ ଚଳାଇବା ପାଇଁ ଭୁବନେଶ୍ଵରର ଭିଏସଏସ୍ ନଗରରେ ଜାତୀୟ ତଦନ୍ତ ସଂସ୍ଥାର ଶାଖା ଖୋଲିବାକୁ ଯାଉଛି l ଯାହାର ଦାୟିତ୍ଵରେ ରହିବେ ଜଣେ ଏସପି ରାଙ୍କର ଅଧିକାରୀ l ଏହି

Live Cricket Score