Explore

Search

January 14, 2026 8:41 am

ଓଡିଶା ଖବର

ଦିଲ୍ଲୀ ଦରବାରରେ ଓମଫେଡ୍‌ କାଫେ ଓ କୋରାପୁଟ କଫି କାଫେର ଶୁଭ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ପୁଣି ଜାତୀୟସ୍ତରରେ ଓଡ଼ିଶାର ଉତ୍ପାଦକୁ ମିଳିଲା ଗୁରୁତ୍ଵ l ନୂଆଦିଲ୍ଲୀରେ ଓମଫେଡ୍‌ କାଫେ ଏବଂ କୋରାପୁଟ କାଫେର ଶୁଭ ଉଦଘାଟନ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ଵାରା ଅନୁଷ୍ଠିତ ହୋଇଯାଇଛି l ଗଣମାଧ୍ୟମ

୮୦୦ ଏକର ଜାଗାରେ ହେବ ନୂଆ ଭୁବନେଶ୍ୱର : ନଗର ଉନ୍ନୟନ ମନ୍ତ୍ରୀ

ବିସ୍ତାରିତ ହେବ ଭୁବନେଶ୍ବର l ପ୍ରାୟ ୮୦୦ ଏକର ଜାଗାରେ ହେବ ନୂଆ ଭୁବନେଶ୍ୱର। ରାଜଧାନୀର ଉପକଣ୍ଠରେ ଥିବା ମଳିପଡ଼ା, ଦାସପୁର, ଅନ୍ଧାରୁଆ, ଗୋଠପାଟଣା ଭଳି ଅଞ୍ଚଳକୁ ନେଇ ହେବ ନୂଆ ସହର ହେବା

ବଢିଲା ଏନଏସି ସଂଖ୍ୟା, ଛତ୍ରପୁର ହେଲା ମ୍ୟୁନିସିପାଲିଟି

ସ୍ୱାୟତ୍ତଶାସନ ଦିବସ ଅବସରରେ ଓଡିଶା ସରକାର ବଡ଼ ଘୋଷଣା କରିଛନ୍ତି l ରାଜ୍ଯରେ ପଞ୍ଚାୟତିରାଜ ଓ ସହରାଞ୍ଚଳସ୍ତରରେ ବିକାଶ ପାଇଁ ନୂତନ ଭାବେ ୧୬ଗୋଟି ନୂଆ ଏନଏସି (ବିଜ୍ଞାପିତ ଅଞ୍ଚଳ ପରିଷଦ) ଓ ୭ଗୋଟି

ଓଡିଶା ହେବ ମିଶ୍ରିତ ଅର୍ଥନୈତିକ ରାଜ୍ଯ : ମାନ୍ୟବର ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱରରେ ଇଣ୍ଡିଆନ ଚ୍ୟାମ୍ବର୍ସ ଅଫ କମର୍ସ ଦ୍ୱାରା ଆୟୋଜିତ ବିକଶିତ ଓଡ଼ିଶା ୨୦୩୬ କାର୍ଯ୍ୟକ୍ରମରେ ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ଓଡ଼ିଶାକୁ ୨୦୩୬ ସୁଦ୍ଧା ଏକ ସମୃଦ୍ଧ ରାଜ୍ୟରେ ପରିଣତ କରିବା

ଦୁଇଦିନିଆ ଅନୁସୂଚିତ ଜାତି ଓ ଜନଜାତି ସମ୍ମିଳନୀକୁ ଉଦ୍‌ଘାଟନ କଲେ ଓମ୍ ବିର୍ଲା

ଆଜି ଭୁବନେଶ୍ବର ଠାରେ ଆୟୋଜିତ ଦୁଇଦିନିଆ ‘ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ କମିଟିର ଜାତୀୟ ସମ୍ମିଳନୀର ଶୁଭାରମ୍ଭ ହୋଇଛି l ଏହି ଅବସରରେ ମାନ୍ୟବର ଲୋକସଭା ବାଚସ୍ପତି ଶ୍ରୀ ଓମ୍ ବିର୍ଲା ଏହି

୫୧ ଲକ୍ଷରୁ ଅଧିକ ଚାଷୀଙ୍କୁ ନୂଆଁଖାଇ ଭେଟି ଦେଲେ ମାନ୍ୟବର ମୁଖ୍ୟମନ୍ତ୍ରୀ

ଆଜି ସମଗ୍ର ପଶ୍ଚିମ ଓଡ଼ିଶା ପାଳନ କରୁଛି ନୂଆଁଖାଇ l ଏହି ଅବସରରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବୁଧବାର ନୂଆଁଖାଇ ଅବସରରେ କୃଷି ବିଭାଗ ଦ୍ବାରା ୨୦୨୫ – ୨୬ ଆର୍ଥିକ

ଢେଙ୍କାନାଳ ବିରାଶୋଳରେ ହେବ ବିଶ୍ୱସ୍ତରୀୟ ବିମାନ ପ୍ରଶିକ୍ଷଣ କେନ୍ଦ୍ର

ଓଡ଼ିଆ ଆଦିବାସୀ ଝିଅମାନଙ୍କୁ ପାଇଲଟ୍ ହେବା ପାଇଁ ଦିଆଯିବ ସ୍ୱତନ୍ତ୍ର ଟ୍ରେନିଂ l ଏଥିନିମନ୍ତେ କ୍ୟାଡେଟ୍ ପାଇଲଟ୍ କାର୍ଯ୍ୟକ୍ରମ ମାଧ୍ୟମରେ ଦିଆଯିବ ସ୍ୱତନ୍ତ୍ର ଟ୍ରେନିଂ l ଏହାକୁ ନେଇ ବିଧିବଦ୍ଧ ଭାବେ ପୂର୍ବାଞ୍ଚଳ ବେସାମରିକ

ଆରମ୍ଭ ହେଲା ‘ଆମ ଶାସନ’ ବ୍ୟବସ୍ଥା : ସୁଦୃଢ଼ ହେବ ଶାସନ ପ୍ରକ୍ରିୟା

ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲୋକସେବା ଭବନରୁ ‘ଆମ ଶାସନ’ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି l ‘ଆମ ଶାସନ’ ଜରିଆରେ ଲୋକଙ୍କ ମତାମତ ନେବେ ସରକାର l ଏଥିସହିତ ମୋବାଇଲ ଆପ୍‌ ଜରିଆରେ

ଓଡ଼ିଶା ହେବ ଇଲେକ୍ଟ୍ରୋନିକ୍ସ ହବ୍‌: ନୂତନ ନୀତି-୨୦୨୫କୁ ଅନୁମୋଦନ

ରାଜ୍ୟକୁ ଇଲେକ୍ଟ୍ରୋନିକ୍ସ ଯନ୍ତ୍ରପାତି ଉତ୍ପାଦନ କ୍ଷେତ୍ରରେ ଏକ ଅଗ୍ରଣୀ ହବ୍ ଭାବେ ଗଢ଼ି ତୋଳିବା ପାଇଁ “ଓଡ଼ିଶା ଇଲେକ୍ଟ୍ରୋନିକ୍ସ କମ୍ପୋନେଟ୍ ମ୍ୟାନୁଫାକଚରିଂ ନୀତି-୨୦୨୫ ” କୁ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହି

ବିଜୁ ପଟ୍ଟନାୟକ ବିମାନବନ୍ଦରର ହେବ ସଂପ୍ରସାରଣ : ତୃତୀୟ ଟର୍ମିନାଲ୍ ଖୁବଶୀଘ୍ର

ଭୁବନେଶ୍ୱରରେ ଥିବା ଏକମାତ୍ର ଆନ୍ତର୍ଜାତୀୟ ବିଜୁ ପଟ୍ଟନାୟକ ବିମାନବନ୍ଦର ସଂପ୍ରସାରଣ କାମ ଖୁବ୍‌ଶୀଘ୍ର ହେବ l ଏନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମମୋହନ ନାଇଡୁଙ୍କ ସୂଚନା ମିଳିଛି l ଦିନକୁ

Live Cricket Score