

ସେପ୍ଟେମ୍ବର ୧୭ରେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଯାତ୍ରୀ ସେବା ଦିବସ ପାଳନ କରାଯିବ l ସକାଳେ ପ୍ରଥମ ବିମାନ ପହଞ୍ଚିବା ପରେ ଆରମ୍ଭ ହେବ ଏହି କାର୍ଯ୍ୟକ୍ରମ l ଯାତ୍ରୀଙ୍କୁ ଚନ୍ଦନ ଟୀକା ଲଗାଇ

ସୋମବାର ଦିନ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଭଦ୍ରା ଅଭିଯୋଗ ପୋର୍ଟାଲ ଶୁଭାରମ୍ଭ କରିଛନ୍ତି l ଏହି ପୋର୍ଟାଲ ଜରିଆରେ ଅଭିଯୋଗ କରିପାରିବେ ଲୋକେ l ଅଭିଯୋଗକାରୀଙ୍କ ସବୁ ଅଭିଯୋଗର ଜବାବ ରଖିବ ବିଭାଗ l

ସୋମବାର ଦିନ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ୧୨ଟି ଜିଲ୍ଲାରେ ୨୭ଟି ନୂତନ ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି l ପ୍ରାୟ ୨୫,୦୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ପୁଞ୍ଜି ବିନିଯୋଗରେ କାର୍ଯ୍ୟକାରୀ ହେଲା ନୂତନ

କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ଅନ୍ତର୍ଗତ ରାଣୀକଣା ଓ ଲୁଙ୍ଗୁରୀ ଠାରେ ଗ୍ରୀନ୍ ପ୍ଲାଏ ସାଣ୍ଡିଲା ପ୍ରାଇଭେଟ୍ ଲିମିଟେଡ଼୍ କମ୍ପାନୀ ର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜି ଓଡ଼ିଶାର ମାନ୍ୟବର

ରାଜଧାନୀରେ ନିର୍ମାଣ ହେବାକୁ ଯାଉଛି ଆଦର୍ଶ ଗୋଶାଳା l ପ୍ରାୟ ୪୦ କୋଟି ବ୍ୟୟରେ ଆଦର୍ଶ ଗୋଶାଳା ନିର୍ମାଣ ହେବ l ଯେଉଁଠାରେ ରାଜଧାନୀ ଭୁବନେଶ୍ବରର ବୁଲା ଗାଈ ଗୋରୁଙ୍କୁ ସେଠାରେ ରଖାଯିବ l

ରାଜ୍ୟରେ ସାର ଯୋଗାଣ ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ l ଏ ସଂକ୍ରାନ୍ତରେ ସାରର କୌଣସି ଅଭାବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି l ସେପ୍ଟେମ୍ବର ୩୦ ସୁଦ୍ଧା ୯,୫୫,୦୦୦ ମେଟ୍ରିକ

ଓଡ଼ିଶାରେ ଖୁବଶୀଘ୍ର ଆସିବାକୁ ଯାଉଛି ଇଲେକ୍ଟ୍ରିକ ଯାନ ନୀତି l ଏନେଇ ଚିଠା ପ୍ରସ୍ତାବ ଜାରି କଲା ପରିବହନ ବିଭାଗ l ସର୍ବସାଧାରଣଙ୍କ ପାଇଁ ଇଲେକ୍ଟ୍ରିକ ଯାନ ଚାର୍ଜ ଷ୍ଟେସନ କଲେ ମିଳିବ ସବସିଡି

ରାଜ୍ୟରେ ବରିଷ୍ଠ ନାଗରିକଙ୍କୁ ବିଭିନ୍ନ ଧାର୍ମିକ ପୀଠ ଭ୍ରମଣ କରାଇବା ନିମନ୍ତେ ଆଜି ଓଡିଶା ସରକାରଙ୍କ ପକ୍ଷରୁ ଭୁବନେଶ୍ବର ରେଳ ଷ୍ଟେସନରରୁ ତୀର୍ଥଯାତ୍ରୀ ଯୋଜନାର ଶୁଭାରମ୍ଭ କରାଯାଇଛି l ବରିଷ୍ଠ ତୀର୍ଥଯାତ୍ରୀଙ୍କୁ ନେଇ ଅଯୋଧ୍ୟା

ବାୟୋମେଟ୍ରିକ ବାଧ୍ୟତାମୂଳକ କଲେ ରାଜ୍ୟ ସରକାର l ସରକାରୀ ପ୍ରତିଷ୍ଠାନ ମାନଙ୍କରେ କର୍ମଚାରୀଙ୍କ ଯାତାୟତ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି l ସମସ୍ତ ସରକାରୀ କର୍ମୀ, ପଞ୍ଚାୟତ କର୍ମଚାରୀଙ୍କଠୁ

ଏଣିକି ଦିଲ୍ଲୀ, ବମ୍ବେ ଓ ଅନ୍ୟାନ୍ୟ ମେଟ୍ରୋ ସହର ପରି ବର୍ତ୍ତମାନ ରାଜ୍ୟ ସରକାର ୨୦୦ ଇ-ବସ୍ ଆଣିବାକୁ ଯାଉଥିବା ବେଳେ ଆଉ ୪୦୦ ଇ-ବସ୍ ପ୍ରଧାନମନ୍ତ୍ରୀଙ୍କ ତରଫରୁ ଓଡ଼ିଶାକୁ ମିଳିବ l ସୂଚନା
WhatsApp us