

ମହିଳାଙ୍କୁ ସଶକ୍ତ କରାଇବା ପାଇଁ ଖୁବଶୀଘ୍ର ଆରମ୍ଭ ହେବ ‘ଆତ୍ମନିର୍ଭର ମହିଳା ଆମ ସୁବାହକ’ ଯୋଜନା l ଲୋନରେ କାର୍ କିଣିଲେ ସୁଧ ସୁଝିବେ ସରକାର l ଜଣଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ

ଶ୍ରୀମନ୍ଦିରକୁ ସମ୍ପୂର୍ଣ୍ଣ ବାରଣ ହେବ ମୋବାଇଲ୍ ଫୋନ୍ l ଫଳରେ କୌଣସି ପୋଲିସ କିମ୍ବା ସେବାୟତ ବି ନେଇ ପାରିବେନି ମୋବାଇଲ୍ ଫୋନ୍ l ଆଗକୁ ୱାକିଟକି ବ୍ୟବସ୍ଥା ହେବ କହିଲେ ସୁରକ୍ଷା ସବକମିଟି

ବିଭିନ୍ନ ମୁଖ୍ୟ ବିଷୟ ଉପରେ ବାଜିଛି ମୋହର l ଏଣିକି କାରଖାନା ଶ୍ରମିକଙ୍କ ଦୈନିକ କାମ ୧୨ ଘଣ୍ଟା ହୋଇପାରିବ କିନ୍ତୁ ଓଭର ଟାଇମ୍ ବାବଦରେ ୨ ଗୁଣ ଦରରେ ପ୍ରାପ୍ୟ ମିଳିବ l

ଓଡ଼ିଶାରେ ୭୫ଜଣ ବରପୁତ୍ରଙ୍କ ନୂତନ ପ୍ରତିମୂର୍ତ୍ତି ନିର୍ମାଣ ଓ ସ୍ଥାପନ ପାଇଁ ମିଳିଛି ନିର୍ଦ୍ଦେଶ l ପ୍ରତିମୂର୍ତ୍ତି ନିର୍ମାଣ ଓ ସ୍ଥାପନ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ l ଓଡ଼ିଆ ଭାଷା, ସାହିତ୍ୟ

ଆନ୍ଧ୍ରପ୍ରଦେଶ ପରେ ଓଡ଼ିଶା ହେଉଛି ଦେଶର ଦ୍ୱିତୀୟ ରାଜ୍ୟ, ଯିଏ ମେଟା ସହ ମିଶି ଏଭଳି ଏକ ଚାଟବଟ୍ ଆରମ୍ଭ କରିଛି । ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ମେସେଜ୍ କିମ୍ବା ଭଏସ

ଜଗା ଦର୍ଶନକୁ ଆହୁରି ସୁବ୍ୟବସ୍ଥିତ କରିବା ପାଇଁ ଛତିଶା ନିଯୋଗ, ନୀତି ସବ୍କମିଟି ବୈଠକ ପରେ ମୁଖ୍ୟ ପ୍ରଶାସକଙ୍କ ସୂଚନା ଅନୁଯାୟୀ କାର୍ତ୍ତିକ ମାସ ନୀତି ବହୁଳ ରହୁଥିବାରୁ କାର୍ତ୍ତିକ ପରେ ପରୀକ୍ଷାମୂଳକ ଦର୍ଶନ

ଆଗକୁ ଆସୁଛି କାର୍ତ୍ତିକ ମାସ l ଏହି ଅବସରରେ ପୁରୀ ହବିଶ୍ୟାଳି ଶିବିର ପାଇଁ ପଞ୍ଜିକରଣ ଆରମ୍ଭ ହୋଇଯାଇଛି l ଓଡିଶା ସରକାରଙ୍କ ପକ୍ଷରୁ –http://edistrict.odisha.gov.in ରେ ପଞ୍ଜିକରଣ କରିବେ ଶ୍ରଦ୍ଧାଳୁ l ପ୍ରଥମ

ଆଜି ପୂର୍ବାହ୍ନରେ ଏକାମ୍ର କଲେଜ ପରିସରରୁ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଲେ ମୁଖ୍ୟମନ୍ତ୍ରୀ। ଦିନ ଦେଢଟାରେ ସଂଖ୍ୟା ଛୁଇଁଥିଲା ୭୫ ଲକ୍ଷ ଚାରାରୋପଣ। ଆଉ ୨ଟାରେ ସଂଖ୍ୟା ପାର ହୋଇଥିଲା କୋଟିଏ । ପ୍ରଧାନମନ୍ତ୍ରୀ

ଅପେକ୍ଷାର ହେବ ଅନ୍ତ ! ଅସ୍ଥାୟୀ ରତ୍ନଭଣ୍ଡାରରୁ ମୂଳ ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯିବ ମହାପ୍ରଭୁଙ୍କ ଅଳଙ୍କାର l ଅମୃତବେଳାରେ ହେବ ସ୍ଥାନାନ୍ତର l ସୂଚନା ଅନୁଯାୟୀ ସେପ୍ଟେମ୍ବର ୨୩ ସକାଳ ୭ଟା ୧୭ରୁ ୧୧.୧୭

ମହିଳା ଓ ଶିଶୁ ବିକାଶ ବିଭାଗର ସମ୍ମିଳନୀ କକ୍ଷଠାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଭାସୀ ମାଧ୍ୟମରେ ୯୧୩ଟି ନୂତନ ଅଙ୍ଗନୱାଡ଼ି କେନ୍ଦ୍ରର ଉଦ୍ଘାଟନ କରିଛନ୍ତି l ଏହି ନୂତନ ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକ ନିଜସ୍ୱ ଘର
WhatsApp us