ଦୀର୍ଘଦିନ ଧରି ପୁଲିସ ଏସଆଇ ପରୀକ୍ଷାକୁ ନେଇ ଥିବା ଦ୍ଵନ୍ଦ ଦୂର ହୋଇଛି l ଚଳିତବର୍ଷ ପୁଲିସ ଏସଆଇ ପରୀକ୍ଷା ଅକ୍ଟୋବର ୪ର ତୃତୀୟ ପେପର ଅକ୍ଟୋବର ୬କୁ ଘୁଞ୍ଚିଲା l ଦୂର୍ଗାପୂଜା ଭସାଣ ଦୃଷ୍ଟିରୁ ପରୀକ୍ଷା ସୂଚୀ ପରିବର୍ତ୍ତନ ନେଇ ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡର ସୂଚନା ମିଳିଛି l ସୂଚନା ଅନୁଯାୟୀ ଅକ୍ଟୋବର ୬ରେ ହେବ ତୃତୀୟ ପେପର ଫିଜିକ୍ସ, କେମିଷ୍ଟ୍ରି ପରୀକ୍ଷା ସେହିପରି ଅକ୍ଟୋବର ୫ର ଦୁଇଟି ପେପର ପରୀକ୍ଷା ପୂର୍ବ ସୂଚୀରେ ହେବ l ସେପ୍ଟେମ୍ବର ୨୦ ପରଠୁ ବିଦ୍ୟାର୍ଥୀମାନେ ନିଜର ଆଡମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ l

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
Post Views: 82