Explore

Search

April 24, 2025 2:43 am

Genres

ବଦଳିଲା ଶିଶୁଙ୍କ ନାମଲେଖା ବୟସ ସୀମା

ବଦଳିଲା ଶିଶୁଙ୍କ ନାମଲେଖା ବୟସ ସୀମା

ଏଣିକି ଦେଶରେ ନୂତନ ଶିକ୍ଷା ନୀତି ଆସିବା ପରେ ବଦଳିଛି ନିୟମାବଳୀ l ୬ ବର୍ଷ କିମ୍ବା ଅଧିକ ହୋଇଥିଲେ ପ୍ରଥମ ଶ୍ରେଣୀରେ ନାମଲେଖାଇ ପାରିବେ l ୫ ବର୍ଷ ହୋଇଥିଲେ ବାଲ ବାଟିକାରେ ପଢ଼ିବେ ପିଲା l ଜାତୀୟ ଶିକ୍ଷା ନୀତି ଅନୁସାରେ ଧାର୍ଯ୍ୟ କଲେ ସରକାର ଶିକ୍ଷାବିତ୍‌ ଓ ବିଶେଷଜ୍ଞଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନିଆଯାଇଛି l ସେପ୍ଟେମ୍ବର ୧ ସୁଦ୍ଧା ପିଲାର ବୟସକୁ ହିସାବକୁ ନିଆଯିବ l

ଦୂର ହେଲା ଦ୍ବନ୍ଦ୍ବ, ସ୍ପଷ୍ଟକଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ l ପୂର୍ବରୁ ମାର୍ଚ୍ଚ ସୁଦ୍ଧା ବୟସ ହିସାବ ହେଉଥିଲା l ତେବେ ଏହାକୁ କଡ଼ାକଡ଼ି ଭାବେ ପାଳନ କରାଯିବାକୁ ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ମିଳିଛି l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score