ପରିବର୍ତ୍ତିତ ସମୟ ସହ ବଦଳୁଛି ନିଯୁକ୍ତି ସୁଯୋଗ। ୨୦ ବର୍ଷ ତଳେ ଶିକ୍ଷା ବ୍ୟବସ୍ଥାରେ ଉଚ୍ଚ ଡିଗ୍ରୀକୁ ଅଧିକ ଗୁରୁତ୍ଵ ଦେଉଥିଲେ ନିଯୁକ୍ତିଦାତା। ନିଯୁକ୍ତିର ସର୍ତ୍ତ ସବୁବେଳେ ଅନୁଷ୍ଠାନ ବା ଉଦ୍ୟୋଗର ଉତ୍ପାଦନ କ୍ଷମତାକୁ ବୃଦ୍ଧି କରିବାରେ ସହାୟକ ହେଉନଥିଲା। କ୍ୟାରିୟର ମାର୍କିଂ ପୂରା ଶିଖରରେ ଥିଲେ ମଧ୍ୟ ଅନେକ ସମୟରେ ଏକାଡେମିକ କୃତି ଶିକ୍ଷାର୍ଥୀ ମାନେ ପ୍ରାକ୍ଟିକାଲ କ୍ଷେତ୍ରରେ ପଛରେ ପଡ଼ିଯାଉଥିଲେ। ଏବେ ସ୍ଥିତି ବଦଳିଛି, ନିଯୁକ୍ତିଦାତା ଶିକ୍ଷାଗତ ଡିଗ୍ରୀ ସହ ଦକ୍ଷତାକୁ ବି ଗୁରୁତ୍ଵ ଦେଉଛନ୍ତି। ଏବଂ ପରିବର୍ତ୍ତିତ ସମୟ ସହ ତାଳ ଦେଇ ବଦଳୁଛି ଶିକ୍ଷାର୍ଥୀ ମାନଙ୍କର ପସନ୍ଦ। ସାଧାରଣ ପାଠ୍ୟକ୍ରମ ଅପେକ୍ଷା ଦକ୍ଷତାର ବିକାଶ ପାଠ୍ୟକ୍ରମ କୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ଅପ୍ସ୍କିଲିଂ ବା ଦକ୍ଷତା ବୃଦ୍ଧି ଆଜିର ନୂଆ ଟ୍ରେଣ୍ଡ୍ ରେ ପରିଣତ ହୋଇଛି।
ତେବେ ଏହି ସବୁ ଦକ୍ଷତା ବିକାଶ ର କଥା ଆସିଲେ ପ୍ରଥମେ ମନକୁ ଆସେ ଚଳଚିତ୍ର ଜଗତ ଏବଂ ଅନିମେସନ୍ ଇଣ୍ଡଷ୍ଟ୍ରି ଏଥିରେ ଯୋଗ୍ୟ ପ୍ରାର୍ଥୀ ମାନଙ୍କ ଚାହିଦା ଦେଶ ବିଦେଶରେ ବୃଦ୍ଧି ପାଉଛି। ଟେଲିଭିଜନ ଇଣ୍ଡଷ୍ଟ୍ରିଠାରୁ ଆରମ୍ଭ କରି ଫିଲ୍ମ ଉଦ୍ୟୋଗ ପର୍ଯ୍ୟନ୍ତ ଆନିମେଟର୍ଙ୍କ ପାଇଁ ନିଯୁକ୍ତିର ଯଥେଷ୍ଟ ସମ୍ଭାବନା ଅଛି ମୁଖ୍ୟତଃ ଫିଲ୍ମ ପ୍ରଡକସନ ହାଉସ୍, ଟିଭି ଚ୍ୟାନେଲ, ବିଜ୍ଞାପନ ଏଜେନ୍ସି, ଗେମ୍ ଇଣ୍ଡଷ୍ଟ୍ରି ଏବଂ ୱେବ୍ ଇଣ୍ଡଷ୍ଟିରେ ଆନିମେଟର୍ଙ୍କୁ ଆଦି କ୍ଷେତ୍ରରେ ନିଯୁକ୍ତି ର ବେଶ ସୁଯୋଗ ରହିଛି । ଏହାକୁ ନେଇ ବେଶ ଚାହିଦା ରହିଥିବାରୁ ଏହାକୁ ନେଇ ଯୁବପିଢ଼ି ମାନଙ୍କ ମଧ୍ୟରେ ଆଗ୍ରହ ବଢ଼ୁଥିବାର ଦେଖିବାକୁ ମିଳିଛି।
ତେବେ ମନକୁ ନିଶ୍ଚୟ ଆସୁଥିବା ଏହି ସବୁ ପାଇଁ ଭଲ ଇନଷ୍ଟିଚ୍ୟୁଟ ବା କାହିଁ ଆମ ଓଡ଼ିଶାରେ ? , ପୁଣି ଥିଲେ ବି ଏତେ ବଡ ରକମର କୋର୍ସ ଫି ଦେଇ ପଢିବା ସମସ୍ତଙ୍କ ପକ୍ଷରେ କେମିତି ସମ୍ଭବ ! ତେବେ ଚାଲନ୍ତୁ ଆମେ ଆଜି କହିବାକୁ ଯାଉଛୁ ଏମିତି ଏକ ଇନଷ୍ଟିଚ୍ୟୁଟ ଯାହା ଆପଣଙ୍କ ପାଇଁ ନେଇଆସିଛି ଉନ୍ନତ ମାନର ଶିକ୍ଷା ବ୍ୟବସ୍ଥା ସହ ଶତପ୍ରତିଶତ ନିଯୁକ୍ତି ସୁଯୋଗ। ବ୍ରହ୍ମପୁର ସ୍ଥିତ ”X -Gen କଲେଜ ଅଫ ଭିଜୁଆଲ ଆର୍ଟ” ଏହି କଲେଜ ରେ ଆମେ ନେଇଥାଉ ଆପଣଙ୍କ ସ୍ବପ୍ନ କୁ ବାସ୍ତବତାରେ ବଦଳେଇବାର ଗ୍ୟାରେଣ୍ଟି।
ଉନ୍ନତ ମାନର ଶିକ୍ଷା ବ୍ୟବସ୍ଥା ସହ ,ଅତ୍ୟାଧୁନିକ ଟେକ୍ନୋଲୋଜି ସହିତ, X-Gen ହେଉଛି ଓଡ଼ିଶାର ସର୍ବୋତ୍ତମ ଆନିମେସନ୍ ଇନଷ୍ଟିଚ୍ୟୁଟ ଯେଉଁଠି ଆମେ ଲକ୍ଷ୍ଯ ରଖିଥାଉ ଆମ ଛାତ୍ରଛାତ୍ରୀ ମାନଙ୍କ ଦକ୍ଷତା ଏବଂ ପ୍ରତିଭା କୁ ସର୍ବୋତ୍ତମ ଉଚ୍ଚତା ରେ ପହଞ୍ଚାଇବାପାଇଁ।
ତେଣୁ ବିଳମ୍ବ ନକରି ଏହିଭଳି ସୁବିଧାକୁ ହାତଛଡା ନ କରି ଆନିମେସନ,ବି .ଭି .ଏ , ମଲ୍ଟି ମିଡ଼ିଆ ଆଦି କୋର୍ସ ସହ ନିଜର କ୍ୟାରିୟର ଗଢିବା ପାଈଁ ଆଜି ହିଁ ଯୋଗାଯୋଗ କରନ୍ତୁ ”X -Gen କଲେଜ ଅଫ ଭିଜୁଆଲ ଆର୍ଟ” । ଦଶମ କିମ୍ବା ଦ୍ବାଦଶ କିମ୍ବା ଯେ କୌଣସି ଡିଗ୍ରୀ କରି ବି ଆପଣ ଏଠାରେ ଆଡ଼ମିସନ ନେଇପାରିବେ ଏହା ସହ ଆମେ ପ୍ରଦାନ କରୁଛୁ ଚାକିରି ନିଯୁକ୍ତି ୧୦୦% ସହାୟତା । ଅଧିକ ତଥ୍ୟ ପାଇଁ ନିମ୍ନରେ ଦିଆ ଯାଇଥିବା ଲିଙ୍କ ରେ କ୍ଲିକ କରନ୍ତୁ।
(X -Gen କଲେଜ ଅଫ ଭିଜୁଆଲ ଆର୍ଟ: https://www.xgenanimation.com/ )
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |