Explore

Search
Close this search box.

Search

September 17, 2024 1:12 am

Genres

When does the Chief Minister sleep? Mohan Majhi himself announced – News18 ଓଡିଆ

Odisha CM

Vandeutkal News

CM mohan Majhi at Jhumpura: କେତେବେଳେ ଶୁଅନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କେନ୍ଦୁଝର ଝୁମ୍ପୁରାରେ କହିଲେ ମୁଖ୍ୟମନ୍ତ୍ରୀ । ‘ମୁଖ୍ୟମନ୍ତ୍ରୀ ହେବା ପରେ ସେ ରାତି ୩ଟାରେ ଶୋଉଛନ୍ତି । ‘ଦିନେ ଦିନେ ଭୋର ୫ଟା ହୋଇଯାଉଛି । ପ୍ରତିଦିନ ଲୋକମାନେ ତାଙ୍କୁ ଭେଟିବାକୁ ଆସୁଛନ୍ତି ।

ଦେଖାନକଲେ କାଳେ ସେମାନେ ମନ ଉଣା କରିବେ ସେଥିପାଇଁ ସମସ୍ତଙ୍କୁ ସମୟ ଦେବାକୁ ଚେଷ୍ଟା କରୁଛନ୍ତି ବୋଲି କହିଛନ୍ତି ମୁଖ୍ଯମନ୍ତ୍ରୀ ମୋହନ ମାଝୀ । ଆଜି ନିଜ ଜନ୍ମମାଟି ରାଇକଳାରେ ମୁଖ୍ୟମନ୍ତ୍ରୀଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଝୁମ୍ପୁରାରେ ରୋଡ୍‌ ସୋ ବେଳେ ସାଧାରଣ ଲୋକଙ୍କୁ ଭେଟିଥିଲେ ମୋହନ ମାଝୀ ।

ଝୁମ୍ପୁରାରେ ସାଧାରଣ ସଭାକୁ ସମ୍ବୋଧିତ କଥିଲେ ମୁଖ୍ୟମନ୍ତ୍ରୀ । କହିଥିଲେ ‘ଝୁମ୍ପୁରା ବଜାର ଯେମିତି ଥିଲା, ଆଜି ବି ସେମିତି ଅଛି । ‘ଆଗରୁ ମାଆଙ୍କ ସହ ଏହି ଝୁମ୍ପୁରା ହାଟକୁ ଆସୁଥିଲେ । ସେ ‘ଝୁମ୍ପୁରା ହାଇସ୍କୁଲରେ ପାଠପଢ଼ି ଗର୍ବ ଅନୁଭବ କରୁଛନ୍ତି । ‘ଝୁମ୍ପୁରା ହାଇସ୍କୁଲର ଜଣେ ଛାତ୍ର ଆଜି ମୁଖ୍ୟମନ୍ତ୍ରୀ ହୋଇପାରିଛି । ମା’ ଦୁର୍ଗାଙ୍କ ଆଶୀର୍ବାଦରୁ ଗରିବ ଘର ଛୁଆ ମୁଖ୍ୟମନ୍ତ୍ରୀ ହୋଇଛି ବୋଲି ସେ କହିଛନ୍ତି ।

ପଢନ୍ତୁ ଏହି ଖବର…
Laccmi Bus: ‘ଲକ୍ଷ୍ମୀ ବସ’କୁ ନେଇ ଆସିଲା ବଡ଼ ଖବର; ବଦଳିପାରେ ଲକ୍ଷ୍ମୀ ବସର ନାଁ

‘୨୪ ବର୍ଷର ସରକାର ହଟାଇ ଡବଲ ଇଞ୍ଜିନ ସରକାର ଆଣିଛନ୍ତି । ‘ଖରିଫ ଋତୁରେ ଧାନ କ୍ବିଣ୍ଟାଲ ପିଛା ୩୧୦୦ ଟଙ୍କା ହେବ । ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କା ମିଳିବ । ‘ନୂଆ ସରକାର ଶପଥ ନେବାର ଘଣ୍ଟାଏ ପରେ ଶ୍ରୀମନ୍ଦିର ୪ ଦ୍ବାର ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

Dream Astrology: ସ୍ବପ୍ନରେ ଆସୁଛି କି ଏହି ଜିନିଷ? ଜଲଦି ବଦଳିବ ଭାଗ୍ୟ

Dream Astrology: ସ୍ବପ୍ନରେ ଆସୁଛି କି ଏହି ଜିନିଷ? ଜଲଦି ବଦଳିବ ଭାଗ୍ୟ

ପଢନ୍ତୁ ଏହି ଖବର…
Sania Mirza Wedding: ସାନିଆ ମିର୍ଜାଙ୍କୁ ବିବାହ କଲେ ମହମ୍ମଦ ଶାମି! ଭାଇରାଲ୍ ହେଉଛି ଫଟୋ

ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ

Source link

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score