ରାତି ପାହିଲେ ଜାଗର l ଚଳଚଞ୍ଚଳ ହୋଇପଡିଛି ଶୈବପୀଠ l ତେବେ ଆରାଧ୍ୟ ଲିଙ୍ଗରାଜଙ୍କ ପୀଠରେ ମହାଶିବରାତ୍ରି ପାଳନ ଅବସରରେ ରାଜ୍ୟ ଅତିଥି ଭବନରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ଏକାମ୍ର ବିଧାୟକ, ମେୟର ଓ କର୍ପୋରେଟର ସାମିଲ ଥିଲେ l ୨ ବ୍ରାହ୍ମଣ ନିଯୋଗ, ବଡ଼ୁ ଓ ପୂଜାପଣ୍ଡା ନିଯୋଗ ସାମିଲ l ଏଥିସହିତ ମହାଦୀପ ଉଠିବା ସମୟକୁ ନେଇ ଦ୍ବନ୍ଦ୍ବ ପରେ ବୈଠକ ଅନୁଷ୍ଠିତ ହୋଇଯାଇଛି l କିପରି ସୁରୁଖୁରୁରେ ସମସ୍ତ ନୀତିକାନ୍ତି ସମ୍ପନ୍ନ ହେବ ଏଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟାପକ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି l

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |