Explore

Search

April 23, 2025 2:19 am

Genres

ଆକାଶଛୁଆଁ ସୁନା ଦର, ଟପିଲା ଲକ୍ଷେ

ପାଣି ପରି ବଢୁଛି ସୁନାର ଦର l ବଜାରରେ ଲକ୍ଷେ ଟଙ୍କା ଟପିଲା ସୁନା ଦର l ଦିନକରେ ପ୍ରାୟ ୩ହଜାର ଟଙ୍କା ରେ ପହଞ୍ଚିଛି ସୁନା l ୨୪ କ୍ୟାରେଟ ସୁନା ଦର ୯୯ହଜାର ୧୭୦ ଟଙ୍କା ହୋଇଥିବା ବେଳେ ଜିଏସଟି ସହ ୨୪ କ୍ୟାରେଟ ସୁନାର ଦର ୧ ଲକ୍ଷ ୧ ହଜାର ୩୫୦ ରହିଛି ସେହିପରି ୨୨ କ୍ୟାରେଟ ସୁନା ଦାମ ୯୨ହଜାର ୯ଶହ ଟଙ୍କା ଟପିଥିବା ବେଳେ ଗୋଟିଏ ବର୍ଷରେ ବଢ଼ିଲାଣି ୨୦ ହଜାର ୮୫୦ ଟଙ୍କା l ୨୦୨୪ ଡିସେମ୍ବରରୁ ଏଯାଏ ୨୬.୪୧% ବୃଦ୍ଧି ହୋଇଛି l ଏହାକୁ ନେଇ ସାଧାରଣ ଜନତା ଚିନ୍ତାରେ ପଡ଼ିଛନ୍ତି l ଆଗକୁ ଅକ୍ଷିତୃତୀୟା ଥିବାରୁ ସୁନା ମୂଲ୍ୟରେ ରିହାତି ଆସିବାର ସମ୍ଭାବନା କରାଯାଉଛି l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score