ଉତ୍କର୍ଷ ହେବ ବିକଶିତ ଓଡିଶା l ରାଜ୍ୟ ସରକାରଙ୍କ ଅନୁକୂଳ ନୀତି ଓ ସୁଦୃଢ଼ ଭିତ୍ତିଭୂମି ଦ୍ୱାରା ବିଶ୍ୱସ୍ତରୀୟ ନିବେଶକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିବାକୁ ଯାଉଛି ଓଡ଼ିଶା । ଯାଜପୁରର କଳିଙ୍ଗ ନଗରରେ ଗୋଟିଏ ଦିନରେ ୧.୧୫ ଲକ୍ଷ କୋଟି ଟଙ୍କାର ଶିଳ୍ପ ଓ ୨୪ଟି ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ l ଅନ୍ଯପକ୍ଷରେ ପ୍ରାୟ ୬୬,୦୦୦ କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ କରିବା ସହିତ ୪୯,୦୦୦ କୋଟିର ପ୍ରକଳ୍ପ ଭିତ୍ତିପ୍ରସ୍ତର ପଡିଛି ଯାଜପୁର ଜିଲ୍ଲାରେ l ଏହି ଶିଳ୍ପ ନିବେଶ ଦ୍ଵାରା ପ୍ରାୟ ୩୬,୦୦୦ ନିଯୁକ୍ତି ସୃଷ୍ଟି ହେବ ଯଦ୍ଵାରା ଅନେକ ଯୁବକଯୁବତୀ ଉପକୃତ ହେବେ l

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |