Explore

Search

October 13, 2025 4:56 pm

Genres

ଭୁବନେଶ୍ବରରେ ହେବ ମେଗା ମାଛ ବଜାର : ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର ପାଣ୍ଡରାରେ ହେବ ବୃହତ ମାଛ ମାର୍କେଟ l ମତ୍ସ୍ୟ ବ୍ୟବସାୟୀ ମାନେ ନିଜର ବ୍ୟବସାୟକୁ କରିବେ ସୁଦୃଢ଼ l ଭର୍ଚୁଆଲରେ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ମୋଦି l ୫ ଏକର ଜାଗାରେ ନିର୍ମାଣ ହେବ ମାଛ ମାର୍କେଟ l ରାଜ୍ୟର ମାଛ ଚାଷୀଙ୍କ ପାଇଁ ବଡ଼ ଉପହାର l ଆମେ ଅନେକ କ୍ଷେତ୍ରରେ ଆତ୍ମନିର୍ଭର ହୋଇପାରିଛୁ ଓ ବୃହତ ମାଛ ମାର୍କେଟ୍ ଚାଷୀଙ୍କ ଭାଗ୍ୟ ବଦଳାଇବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରକାଶ କରିଛନ୍ତି l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score