୫୫ ବର୍ଷ ପରେ ହ୍ବାଇଟ ହାଉସକୁ ମିଳିଲା ସର୍ବକନିଷ୍ଠ ପ୍ରେସ ସଚିବ November 18, 2024 4:52 pm ୱାଶିଂଟନ: କିଛି ଦିନ ତଳେ ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ବେଳେ କ୍ୟାରୋଲିନ ଲିଭିଟ୍ଙ୍କୁ କ୍ୟାରୋଲି ହ୍ବାଇଟ ହାଉସ ମୁଖପାତ୍ର ତଥା ତାଙ୍କର ପ୍ରେସ ସଚିବ ରୂପେ ନିଯୁକ୍ତି ମିଳିଛି