

ଫ୍ରିଷ୍ଟାଇଲ୍ ରେସଲିଂରେ ଅମନ ସେରାୱତଙ୍କୁ ମିଳିଛି ବିଶେଷ ସଫଳତା, ଏବଂ ଏଥିସହ ଭାରତକୁ ମିଳିଛି ଷଷ୍ଠ ପଦକ ,୫୭ କେଜି ଫ୍ରି ଷ୍ଟାଇଲ୍ ରେସଲିଂ ତଥା ପୁରୁଷ କୁସ୍ତିରେ ଅମନ ସେରାୱତଙ୍କୁ ମିଳିଛି ବ୍ରୋଞ୍ଜ

ପ୍ୟାରିସ୍ ଅଲିମ୍ପିକ୍ସ ରେ ଲାଗିଥିବା ବଡ ଝଟକା କୁ ନେଇ ବଡ ନିଷ୍ପତି ନେଇଛନ୍ତି ରେସଲର ଭିନେଶ ଫୋଗଟ୍ ୨୩ ବର୍ଷର କୁସ୍ତି କ୍ୟାରିୟରକୁ କହିଛନ୍ତି ଅଲବିଦା ସାମାଜିକ ଗଣମାଧ୍ୟମରେ ଏ ନେଇ ସୂଚନା

କୁସ୍ତିରେ ଚମତ୍କାର ପ୍ରଦର୍ଶନ କରି ସେମି ଫାଇନାଲ୍ରେ ଏଣ୍ଟ୍ରି କରିଛନ୍ତି ଭାରତର ତାରକା ରେସଲର ଭିନେଶ ଫୋଗାଟ। ଭିନେଶ ଚଳିତ ଅଲିମ୍ପିକ୍ସରେ ଭାରତର ପ୍ରଥମ ରେସଲର ଭାବେ ୫୦ କେଜି ବର୍ଗର ସେମି ଫାଇନାଲରେ ପହଞ୍ଚି
WhatsApp us