ବିଶ୍ୱ ତମାଖୁ ମୁକ୍ତ ଦିବସ: ଭାରତୀୟ ପ୍ରସଙ୍ଗରେ ଗୁରୁତ୍ୱ May 31, 2025 11:03 pm କଥାରେ ଅଛି “ପାନ ବିଡି ନୁହେଁ ଛୋଟିଆ ନିଶା,ଜଣା ପଡ଼େ ନାହିଁ ଟାଣେ ପଇସା” l ଆମ ଦୈନଦିନ ଜୀବନରେ କୌଣସି ନା କୌଣସି ରୋଗର ଶିକାର ହୋଇ ଡାକ୍ତରଙ୍କ ପାଖକୁ ଯାଉ l