ମିଜୋରାମ ହେଲା ଦେଶର ପ୍ରଥମ ସଂପୂର୍ଣ୍ଣ ସାକ୍ଷର ରାଜ୍ୟ May 21, 2025 6:22 pm ଉତ୍ତରପୂର୍ବ ରାଜ୍ୟମାନଙ୍କ ମଧ୍ୟରେ ମିଜୋରାମ ହେଲା ଦେଶର ପ୍ରଥମ ସଂପୂର୍ଣ୍ଣ ସାକ୍ଷର ରାଜ୍ୟ l ରାଜଧାନୀ ଆଇଜୋଲରେ ବିଧିବଦ୍ଧ ଭାବେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଲାଲଦୁହୋମା l ‘ଉଲ୍ଲାସ’ ଓ ‘ନବ ଭାରତ’ କାର୍ଯ୍ୟକ୍ରମ