ଓଡିଶା ଜଙ୍ଗଲରେ ସୁରକ୍ଷା ପାଇଁ ମୁତୟନ ହେବ ‘ଯୋଦ୍ଧା’ ଓ ‘ଥାର’ December 3, 2024 6:21 pm ରାଜ୍ୟ: ଏଣିକି ଓଡ଼ିଶାର ଜଙ୍ଗଲ ଓ ବନ୍ୟଜନ୍ତୁଙ୍କୁ ଜଗିବେ ‘ଯୋଦ୍ଧା’ ଓ ‘ଥାର’ । ବନ୍ୟଜନ୍ତୁ ଶିକାର, ବନାଗ୍ନି ସମୟରେ ନିଆଁଲିଭା କାର୍ଯ୍ୟରେ ବ୍ୟବହୃତ ହେବ ଏହି ଦୁଇ ଅତ୍ୟାଧୁନିକ ଗାଡ଼ି । ଟାଟା