ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ହେବ ସମ୍ପ୍ରସାରଣ, ଖୁବଶୀଘ୍ର ନୂତନ ୬୫୦ ଶଯ୍ୟା December 19, 2024 4:28 pm କୋରାପୁଟ: ଓଡିଶାର ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ପାଇଁ କୋରାପୁଟ ଜିଲ୍ଲାର ପ୍ରମୁଖ ଚିକିତ୍ସାଳୟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସ୍ପିଟାଲ ଖୁବ୍ ଶୀଘ୍ର ନୂତନ ୬୫୦ ଶଯ୍ୟା ସହିତ