ଅଦିନିଆ ଇସ୍କନ ରଥଯାତ୍ରାକୁ ଲାଗିଲା ରୋକ୍, ଗଜପତି ଓ ଶଙ୍କରାଚାର୍ଯ୍ୟଙ୍କୁ ସମର୍ଥନ କରିଲେ ରାଜ୍ଯ ସରକାର November 6, 2024 10:25 pm ପୁରୀ: ଆମେରିକାର ହ୍ୟୁଷ୍ଟନରେ ହେବାକୁଥିବା ଅଦିନିଆ ରଥଯାତ୍ରାକୁ ବିରୋଧ ପରେ ଇସ୍କନ କର୍ତ୍ତୁପକ୍ଷ ଏହାର ଆୟୋଜନ ଉପରେ ରୋକ୍ ଲଗାଇଛନ୍ତି ବୋଲି ଏକ ପ୍ରେସ୍ ବିବୃତିରେ ଭୁବନେଶ୍ବର ଇସ୍କନ ଉପସଭାପତି ତୁକରାମ ଦାସ ସୂଚନା