ଶକ୍ତି ଆପର ଉଦଘାଟନ କଲେ ପ୍ରଭାତୀ ପରିଡ଼ା ; ରୋକିବ ଲିଙ୍ଗଭିତ୍ତିକ ହିଂସା December 10, 2024 6:47 pm ଭୁବନେଶ୍ବର: ରାଜ୍ଯରେ ଲିଙ୍ଗଗତ ସମାନତା ତଥା ଏହାର ନିରାକରଣ ପାଇଁ ଆଜି ଶକ୍ତି ଆପ୍ର ଉଦଘାଟନ କରିଛନ୍ତି ଓଡିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା l ଏହି ଆପ ମୁଖ୍ୟତଃ ଲିଙ୍ଗଭିତ୍ତିକ ହିଂସାର ପ୍ରତିକାର