୧ ଲକ୍ଷ ‘ଲକ୍ଷପତି ଦିଦି’ଙ୍କୁ ସମ୍ବର୍ଦ୍ଧନା: ସୃଷ୍ଟି ହେବ ଆହୁରି ୧୬ ଲକ୍ଷ ଲକ୍ଷପତି ଦିଦି August 26, 2024 1:48 pm ମହିଳା ସଶକ୍ତି କରଣକୁ ନେଇ ଆସିଛି ବଡ ଖବର। ରାଜ୍ୟରେ ରବିବାର ସମ୍ବନ୍ଧିତ ହୋଇଛନ୍ତି ୧ ଲକ୍ଷ ‘ଲକ୍ଷପତି ଦିଦି’। ପ୍ରତି ବ୍ଲକରେ ସମ୍ବଦ୍ଧନା କାର୍ଯ୍ୟକ୍ରମରେ ଏକ ଲକ୍ଷ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ